ରାଶିଫଳ ଓ ପାଞ୍ଜି, ୯ ଏପ୍ରିଲ ଗୁରୁବାର

ସୂର୍ଯ୍ୟୋଦୟ ସକାଳ ୫ ଘଣ୍ଟା ୩୨ ମିନିଟସୂର୍ଯ୍ୟାସ୍ତ ସନ୍ଧ୍ୟା ୬ ଘଣ୍ଟା ୦୪ ମିନିଟତିଥି ବୈଶାଖ କୃଷ୍ଣ ସପ୍ତମୀ ସନ୍ଧ୍ୟା ୬ ଘଣ୍ଟା ୫୭ ମିନିଟ ପର୍ଯ୍ୟନ୍ତ ଏବଂ ତତ୍ପରେ ଅଷ୍ଟମୀନକ୍ଷତ୍ର ପୂର୍ବାଷାଢ଼ା ରାତ୍ରି ୧ ଘଣ୍ଟା ୦୪ ମିନିଟ ପର୍ଯ୍ୟନ୍ତ…

ସାଇପ୍ରିୟା ୱାକର୍ସକ୍ଲବ ଆନୁକୂଲ୍ୟରେ ବିଶ୍ୱ ସ୍ୱସ୍ଥ୍ୟ ଦିବସ ପାଳିତ ହୋଇଯାଇଛି

.ଆଜି ଅପ୍ରିଲ ତା 7. 04.2026 ରିଖ ମଙ୍ଗଳବାର ଦିନ ପୂର୍ଵ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସାଇପ୍ରିୟା ୱାକର୍ସ କ୍ଲବ ଆନୁକୂଲ୍ୟରେ ରେ ସାଇପ୍ରିୟା ବେଡ଼ମୀଣ୍ଟନ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି. ଏହିଦିବସ ରେ ଲୋକଙ୍କ…

ରାୟଗଡ଼ ବ୍ଳକ ସ୍ତରୀୟ ସ୍ଵଚ୍ଛ ଓଡିଶା ଦିବସ ପାଳିତ

ରାୟଗଡ଼ : ବ୍ୟୁରୋ ରିପୋର୍ଟ (ପରିସ୍କାର ନ୍ୟୂଜ)ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଓଡ଼ିଆ ପକ୍ଷ୍ୟ ଏପ୍ରିଲ ପହିଲାରୁ ଚଉଦ ପର୍ଯ୍ୟନ୍ତ ପାଳିତ ହେଉଛି | ଓଡ଼ିଆ ପକ୍ଷର ଷଷ୍ଠ ଦିବସରେ ରାୟଗଡ଼ ବ୍ଳକ ସ୍ତରୀୟ ସ୍ଵଚ୍ଛ ଓଡିଶା ଦିବସ…

ରାୟଗଡ଼ରେ ବର୍ଣ୍ଣବୋଧ ଦିବସ ପାଳିତ

ରାୟଗଡ଼ ତା: ୭.୪.୨୦୨୬ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ମଙ୍ଗଳବାର ଦିନ ବର୍ଣ୍ଣବୋଧ ଦିବସ ପାଳିତ ହୋଇଛି । ସ୍ଥାନୀୟ ଗାନ୍ଧିନଗର ଏବଂ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ଏହି ଦିବସରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ…

ରାଶିଫଳ, ୭ ଅପ୍ରେଲ ମଙ୍ଗଳବାର

ମେଷ ରାଶିଏହି ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳାଫଳ ଆଣିବ ଏବଂ କାର୍ଯ୍ୟରେ ବିଳମ୍ବ ହୋଇପାରେସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ ଏବଂ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁବ୍ୟବସାୟୀମାନଙ୍କ ପାଇଁ ନୂତନ ପୁଞ୍ଜି ବିନିଯୋଗ କରିବାକୁ ଏହା ଉପଯୁକ୍ତ ସମୟ ନୁହେଁପରିବାର…

ଖବର ଆଜିର, ୭ ଅପ୍ରେଲ, ମଙ୍ଗଳବାର

ଆଜି ଆକାଶ ଆଂଶିକ ଖରାଟିଆ ରହିବ, ତାପମାତ୍ରା ୩୧ ଏବଂ ୨୦ ଡିଗ୍ରୀ ମଧ୍ୟରେ ରହିବ, ଆଦ୍ରତା ୪୪ ପ୍ରତିଶତ ରହିବ, ରାତିରେ ଆକାଶ ନିର୍ମଳ ରହିବ। ରାଜ୍ୟରେ ୧୧ ଏପ୍ରିଲ ପର୍ଯ୍ୟନ୍ତ ବର୍ଷା ହେବ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ…

ଓଡିଆ ପକ୍ଷ ” ପାଳନ ଅବସରରେ ରବିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ) ରାୟଗଡ଼:-ତା. ୫/୦୪-ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ସମୟକୁ “ଓଡିଆ ପକ୍ଷ ୨୦୨୬” ଭାବେ ପାଳନ ଅବସରରେ ଆଜ ତା…

ରାଶିଫଳ, ୫ ଅପ୍ରେଲ ରବିବାର

ମେଷ ରାଶିଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ ଏବଂ କର୍ମକ୍ଷେତ୍ରରେ ସଫଳତା ମିଳିବପାରିବାରିକ ଜୀବନ ସୁଖମୟ ହେବା ସହ ନୂତନ ସୁଯୋଗ ପ୍ରାପ୍ତ ହୋଇପାରେଆର୍ଥିକ ସ୍ଥିତିରେ ସୁଧାର ଆସିବ କିନ୍ତୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁନିଜର ବ୍ୟବହାର ଦ୍ବାରା ଆପଣ…

ଖବର ଆଜିର, ୫ ଅପ୍ରେଲ, ରବିବାର

ରାଜ୍ୟରେ ଆଂଶିକ ମେଘୁଆ ରହିବ, ତାପମାତ୍ରା ୩୨ ଡିଗ୍ରୀ ୨୨ ଡିଗ୍ରୀ ରହିବା ସହ ପାଗ ସଫା ରହିବ। ବାୟୁମଣ୍ଡଳରେ ଆଦ୍ରତା ୪୦ ପ୍ରତିଶତ ଏବଂ ୟୁଭି ଇଣ୍ଡେକ୍ସ ୫ ରହିବ ​ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…

ରାଶିଫଳ, ୪ ଏପ୍ରିଲ ୨୦୨୬, ଶନିବାର

ମେଷଆଜି ଚନ୍ଦ୍ର ଆପଣଙ୍କର ସପ୍ତମ ଭାବରେ ରହିଥିବାରୁ ସହଭାଗିତା ଏବଂ ସହଯୋଗ ଉପରେ ଗୁରୁତ୍ୱ ରହିବ।ଜୀବନସାଥୀ କିମ୍ବା ବ୍ୟବସାୟିକ ସହଯୋଗୀଙ୍କ ସହ ଥିବା ବିବାଦକୁ ସମାଧାନ କରିବାକୁ ଆପଣ ଚେଷ୍ଟା କରିପାରନ୍ତି।ନୂତନ ଚୁକ୍ତି ସ୍ବାକ୍ଷର କରିବା ପାଇଁ ଏହା ଏକ ଅନୁକୂଳ…

error: Content is protected !!