ଆଜିର ତାପମାତ୍ରା ପ୍ରାୟ ୩୪ ଡିଗ୍ରୀ ରହିବ, ହାଲୁକା ବର୍ଷାର ସମ୍ଭାବନା। ଭୁବନେଶ୍ୱର ସମେତ ୯ଟି ଜିଲ୍ଲା ପାଇଁ ବଜ୍ରପାତ ଓ ଝଡ଼ବର୍ଷାର ସତର୍କ ସୂଚନା ଜାରି। ଏଲ୍ ନିନୋ ପ୍ରଭାବରେ ଜୁନ୍ ରୁ ଅଗଷ୍ଟ ତିନି ମାସ ଯାଏଁ ମରୁଡି…
ରାଜ୍ୟର ଅନେକ ଜିଲ୍ଲାରେ ଆଜି କାଳବୈଶାଖୀ ହେବ। ଆଗାମୀ ୪ରୁ ୫ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଓଡ଼ିଶାର ୫ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୬ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ, ଛାତ୍ରଛାତ୍ରୀଙ୍କ ପାଇଁ ଫିଟ୍ କ୍ୟାମ୍ପସ…
ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି ଏବଂ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ବ୍ୟାପକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆଗୁଆ ମୌସୁମୀ ନେଇ ହୋଇଥିବା ପୂର୍ବାନୁମାନ ବଦଳିଛି ଏବଂ ଜୁନ୍ ୪ ସୁଦ୍ଧା ମୌସୁମୀ…
ମୁଖ୍ୟମନ୍ତ୍ରୀ ମାଝୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିଭିନ୍ନ ପରାମର୍ଶ ନେଲେ। ପୁରୀଠାରେ ଆଗାମୀ ଦିନରେ ବ୍ରିକ୍ସ ରାଷ୍ଟ୍ର ସମୂହର ଏକ ୱାର୍କିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ହେଉଛି। ରାଜ୍ୟରେ ଚଳିତ ବର୍ଷ ଇଦୁଲ୍ ଜୁହା…
ଓଡ଼ିଶାର ସମସ୍ତ ଔଷଧ ଦୋକାନ ଆଜି ବନ୍ଦ ରହିବାକୁ ଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି। ହସ୍ପିଟାଲ ପରିସରରେ ଥିବା ୨୪ ଘଣ୍ଟିଆ ଦୋକାନଗୁଡ଼ିକ ଖୋଲା ରହିବ। ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ…
ଆଣ୍ଡାମାନ ସାଗରକୁ ମୌସୁମୀ ବାୟୁ ଛୁଇଁ ସାରିଛି। ଅଳ୍ପ କିଛି ଦିନରେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ। ଚଳିତ ବର୍ଷ ଭାରତରେ ସୁପର ଏଲ ନିନୋର ପ୍ରଭାବ ରହିବା ଆଶଙ୍କା ଥିବାରୁ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା…
ରାଜ୍ୟରେ କାଳବୈଶାଖୀ ଜାରି ରହିଛି। ରାଜ୍ୟର ୧୩ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓଡ଼ିଶା ଉପକୂଳ ଦୁଇ ଦିନ ପର୍ଯ୍ୟନ୍ତ ଅଶାନ୍ତ ରହିବ। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ପ୍ରାୟ ୧.୨୩ ଲକ୍ଷ ହିତାଧିକାରୀଙ୍କୁ ଆଜି ମଇ…
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ। ପାସ୍ ହାର ୯୫.୩୩ ପ୍ରତିଶତ। ମୋଟ୍ ୫ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ। ରାଜ୍ୟ ସରକାର ଖୁବ୍ ଶୀଘ୍ର ଆଣିବେ ଜମିଜମା ରେକର୍ଡିଂ ସମ୍ଵନ୍ଧୀୟ ସଂଶୋଧିତ ଏସଓପି। ଆସନ୍ତା ୪ରେ ମହିଳାଙ୍କ ଖାତାକୁ…
ରାଜ୍ୟର ୧୫ଟି ସହର ୪୦ଂ ଉପରେ ଜକୁଛି। ଝାରସୁଗୁଡ଼ାରେ ୪୪.୭ଂ। ସମସ୍ତ ରାଜସ୍ୱ ମାଫ୍ ପ୍ରସ୍ତାବକୁ ଶୀଘ୍ର ସମ୍ପାଦନ କରିବା ସହିତ ଜମି ଦ୍ୱାରା ଜମିପଟ୍ଟା ସଂଶୋଧନ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ। ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା…
ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜିଠାରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି। ଆଗାମୀ କିଛି ଦିନ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବ ବୋଲି ସତର୍କ ସୂଚନା ଜାରି। ଫଳରେ ତାପମାତ୍ରା କମିବ। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ…