ଜୁଲାଇ ପାଞ୍ଚ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶନସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପାଇଁ ବୁଥ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟପରିସ୍କାରଓଡିଶା ନ୍ୟୁଜ ଆସନ୍ତା ଜୁଲାଇ ପାଞ୍ଚ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶନ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତିକ୍ରମେ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ଚିଠା ପ୍ରକାଶନ ନିମନ୍ତେ ବ୍ୟବସ୍ଥା କରିବା ସହ…

ପ୍ରକୃତିର ସମ୍ଭାରକୁ ସାଇତିଛି ଚଇତି lଲୋକ ନୃତ୍ୟ ଓ ଗୀତର ହାର ପାଲଟିଲା ଚତୁର୍ଥ ରଜନୀ l

ବ୍ୟୁରୋ ରିପୋର୍ଟ: ନାଗାବଳୀ, ବଂଶଧାରା, ଝଂଜାବତି ନଦୀ ଓ ଦେବଗିରି, ନିୟମଗିରି, ପାଇକପଡା, ଚାଟିକଣା, ଖୀନଖୀନା ପାହାଡ଼ର ମହାଦେବଙ୍କ ସମେତ ଶ୍ରଦ୍ଧା ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମା ମଝିଘରିଆଣି ଓ ରାୟଗଡ଼ ମଧ୍ୟଭାଗରେ ଥିବା ମା ଦକ୍ଷିଣକାଳୀଙ୍କ ଅପାର କୃପା…

ମନୋହର ଉନ୍ମାଦର ଲହରୀରେ ଝୁମିଲା ଚଇତି ତୃତୀୟ ରଜନୀ,ସଂସ୍କୃତି ଓ ପରମ୍ପରା ହେଉଛି ଆଦିବାସୀଙ୍କ ଅସ୍ମିତା : ମନ୍ତ୍ରୀ ବିଭୁତି ଜେନା l

ବ୍ୟୁରୋ ରିପୋର୍ଟ ଶୀତୁଆ ସନ୍ଧ୍ୟା ସହିତ ନୃତ୍ୟ ଓ ସଂଗୀତ ଲହରୀର ଓଢଣୀ ସତେ ଯେମିତି ନୂତନ ବଧୂ ସଜ ହୋଇ ବସିଥିବା ଭଳି କବିର ମନକୁ ଆଲୋଡିତ କରୁଛି ରାୟଗଡା ଚଇତି l ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ…

ମଞ୍ଚକୁ ରୋମାଂଚିତ କରିଛି ଚଇତି ଦ୍ବିତୀୟ ରଜନୀ,ବିକାଶର ଆତ୍ମା ହେଉଛି ସଂସ୍କୃତି ଓ ପରମ୍ପରା : ସାଂସଦ ସୁଜିତ କୁମାର

ବ୍ୟୁରୋ ରିପୋର୍ଟ ରାୟଗଡା ଚଇତି ମଞ୍ଚ ଆବାଳ ବୃଦ୍ଧା ବନିତା ସମସ୍ତଙ୍କୁ ରୋମାଂଚିତ କରିଛି l ଜିଲ୍ଲାବାସୀଙ୍କ ଗଣପର୍ବ ପାଲଟିଥିବା ଚଇତି ଧୀରେ ଧୀରେ ଲୋକଙ୍କ ଜନମାନସରେ ନିଜର ଛବି ଆଙ୍କିଦେଇଛି l ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ…

ଲୋକ ମୋହତ୍ସବ ଚଇତି ଉଦ୍ଘାଟିତ,ଅନନ୍ୟା ନନ୍ଦଙ୍କ ଗୀତରେ ଝୁମିଲେ ଦର୍ଶକ

ରାୟଗଡ଼ାରୁ ହରି ନାରାୟଣ ଦାସଙ୍କ ରିପୋର୍ଟ୍ରାୟଗଡା ଜିଲ୍ଲା ଲୋକ ମୋହତ୍ସବ ଚଇତି ଆଜି ବହୁ ଆଡମ୍ବର ସହକାରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଉଦ୍ଘାଟନ ହୋଇଯାଇଛି l ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତତ୍ୱାବଧାନରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ…

अखिल भारतीय विराट कवि सम्मेलन में दिग्गज हुए पीलीभीत रत्न 2024 से सम्मानित-डॉ. रजनीश सक्सेना

बरेली। हिन्दी साहित्य भारती एवं माँ गंगा बचाओ वेलफेयर सोसाइटी के संयुक्त तत्वाधान में पूर्व वर्षों की भांति अखिल भारतीय विराट कवि सम्मेलन-2024 एवं पीलीभीत रत्न सम्मान 2024 समारोह का…

लोहड़ी की शाम, होटल रेडिसन संग बेटियों के नाम

बरेली। पंजाबी महासभा सोसाइटी और पंजाबी अकादमी लखनऊ द्वारा आयोजित भव्य लोहड़ी मेला गुरुवार 11 जनवरी को होटल रेडिसन में शाम 7 बजे से कर रही है। इसको लेकर पांच…

मसीही कलीसिया चर्च में हुआ खेलकूद प्रतियोगिता का आयोजन, वर्ष 2024 प्रार्थनाओं का वर्ष : रेव्ह. संजय पॉल

बरेली। इज़्ज़तनगर क्षेत्र में स्थित मसीही कलीसिया चर्च में वर्ष 2023 के अन्तिम दिन रेव्ह. संजय पॉल ने छोटे बच्चों को गिफ़्ट देकर 2023 के अन्तिम दिन पूरे वर्ष में…

error: Content is protected !!