ଖବର ଆଜିରତାରିଖ:୦୬/୦୧/୨୬, ମଙ୍ଗଳବାର

୧-ଭୁବନେଶ୍ୱର:ଆଜିଠାରୁ ବଢିବ ଶୀତ; ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ।ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ବୋଲି ପାଣିପାଗ ବିଭାଗର ଆକଳନ। ୨-ନୂଆବର୍ଷର ପ୍ରଥମ ଜନଶୁଣାଣିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ। ୩-ଖୋର୍ଦ୍ଧା…

ଖବର ଆଜିର, ୫ ଜାନୁଆରୀ, ସୋମବାର

ଆଜି ସକାଳ ପ୍ରଦୂଷଣ ସ୍ତର ଭୁବନେଶ୍ୱର ୨୫୭, ଦିଲ୍ଲୀ ୧୮୪, ମୁମ୍ବାଇ ୨୦୨, ହାଇଦ୍ରାବାଦ ୨୧୮ ରାଜ୍ୟରେ ଘନକୁହୁଡ଼ି ଆହୁରି ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ…

ରାଶିଫଳ ଆଜି, ୫ ଜାନୁଆରୀ, ସୋମବାର

ମେଷଆଜିର କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଘର ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ, ସହଯୋଗ ଅନୁଭୂତ ହେବ। କୃତିକା ନକ୍ଷତ୍ର ପରିଜନଙ୍କ ସହ ଦୂରଯାତ୍ରା, ଗୃହାରମ୍ଭ ଏବଂ ବନ୍ଧୁସମ୍ପର୍କ କ୍ଷେତ୍ରରୁ ଶୁଭଫଳ ପାଇବେ।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲେ ଶବ ହୋଇ

ବ୍ୟୁରୋ ରିପୋର୍ଟ କାଶୀପୁର :-ତା 04/01/2026:ରିଖ ଦିନ ତେଲେଙ୍ଗାନା ରାଜ୍ୟରେ ଦାଦନ ଶ୍ରମିକ ଶ୍ରୀ କୁମର ମାଝୀ, ପିତା, ଶଙ୍କର ମାଝୀ, ଗ୍ରାମ ପଣଷ ପଦର, ଗ୍ରାମ ପଂଚାୟତ ଶଙ୍କରଡ଼ା ଙ୍କୁ ମୃତ୍ୟୁ!ପ୍ରକାଶ ଥାଉକି ଆଜକୁ ପାଞ୍ଚ ବର୍ଷ ହେବ ସେ…

ବ୍ୟୁରୋ ରିପୋର୍ଟ ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଭାତ ଫେରୀ କାର୍ଯ୍ୟକ୍ରମଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା…

╔━━━━🔅━━━━━━━━🔅━━╗*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୦୪/୦୧/୨୦୨୬,ରବିବାର🌼* ║╚━━━━🔅━━━━━━━━ 🔅━━╝

୧- 👉 ଶ୍ରୀମନ୍ଦିର ସାତ ପାହାଚ ତଳେ ପ୍ରୋଟୋକଲ୍ ବ୍ୟବସ୍ଥାକୁ ନେଇ ବିବାଦୀୟ ସ୍ଥିତି। ସାତ ପାହାଚ ତଳେ ଗୋଟିଏ ଧାଡ଼ି ବ୍ୟବସ୍ଥାକୁ ନେଇ ବଚସାରୁ ବିବାଦ । ଶ୍ରୀମନ୍ଦିରର ସୁରକ୍ଷା ସ୍ୱତନ୍ତ୍ର ବଳ କାହାକୁ ନ ଜଣାଇ ଧାଡ଼ି ବ୍ୟବସ୍ଥା…

ଖବର ଆଜିର, ୪ ଜାନୁଆରୀ, ରବିବାର

କୁହୁଡ଼ିରେ ରାଜ୍ୟ ଆଚ୍ଛାଦିତ। ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଭୁବନେଶ୍ୱରରୁ କିଛି ବିମାନ ଉଡ଼ାଣରେ ବିଳମ୍ବ ହେବ। ଆଜି ବି ଭୁବନେଶ୍ବର ପ୍ରଦୂଷଣ ମାତ୍ରା ୩୦୦ ଉପରେ। ତାଳଚେର ଦେଶର ସର୍ବାଧିକ ୩୩୨, ଦିଲ୍ଲୀ ୨୪୦। ଓଡିଶା ସିଭିଲ୍ ସର୍ଭିସ…

ରାଶିଫଳ ଆଜି, ୪ ଜାନୁଆରୀ ରବିବାର

ମେଷଆଜି ଦିନଟି ବହୁତ ଭଲ। ପାରିବାରିକ ପରିସ୍ଥିତି ଶାନ୍ତ ରହିବ। କର୍ମକ୍ଷେତ୍ରର ବିବାଦ ସମାଧାନ କରି ଆଶ୍ୱସ୍ତି ଲାଭ କରିବେ। ପ୍ରତିଦ୍ୱନ୍ଦ୍ୱିତା ଏବଂ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ, ପରିବହନ ଓ ନିର୍ମାଣ କାର୍ଯ୍ୟରେ ସମସ୍ୟାର ସମ୍ମୁଖୀନ ହେବେ। ଅଧସ୍ତନ…

ଗଜପତି: ଘାଟୀ ନିକଟରେ ଓଲଟିଲା ପୋଲିସ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯବାନ । ଗଜପତି ଜିଲ୍ଲା ଅଡ଼ବା ଥାନାରୁ ପୋଲିସ ଯବାନଙ୍କୁ ନେଇ ଗରଡ଼ମା ଅଞ୍ଚଳକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ଭରସାମ୍ୟ ହରାଇ ବାଲିଗଣ୍ଡା ଘାଟି ନିକଟରେ ରାସ୍ତା ତଳକୁ ଖସିପଡିଥିଲା ଭ୍ୟାନ୍ । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୦ରୁ ଅଧିକ ଯବାନ ।

ଆଜିଠାରୁ ଦୁଇଦିନିଆ ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଶୁଭାରମ୍ଭ; ୭୦୦ରୁ ଅଧିକ ଚାଷୀଙ୍କ ଯୋଗ

ବ୍ୟୁରୋ ରିପୋର୍ଟ : ରାୟଗଡ଼ା, ୩ ଜାନୁଆରୀ: ଆଜି ଠାରୁ ଦୁଇଦିନିଆଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା ଯୋଗଦେଇ ଗୋ-ପୂଜନ ସହିତ ଉତ୍କୃଷ୍ଟ କାର୍ଯ୍ୟ…

error: Content is protected !!