ବ୍ୟୁରୋ ରିପୋର୍ଟ
କାଶୀପୁର :-ତା 04/01/2026:ରିଖ ଦିନ ତେଲେଙ୍ଗାନା ରାଜ୍ୟରେ ଦାଦନ ଶ୍ରମିକ ଶ୍ରୀ କୁମର ମାଝୀ, ପିତା, ଶଙ୍କର ମାଝୀ, ଗ୍ରାମ ପଣଷ ପଦର, ଗ୍ରାମ ପଂଚାୟତ ଶଙ୍କରଡ଼ା ଙ୍କୁ ମୃତ୍ୟୁ!ପ୍ରକାଶ ଥାଉକି ଆଜକୁ ପାଞ୍ଚ ବର୍ଷ ହେବ ସେ ଦାଦନ ଶ୍ରମିକ ଭାବରେ ତେଲେଙ୍ଗାନା ରାଜ୍ୟରେ ଏକ ଘରୋଇ କମ୍ପାନୀ((O, R, C, H, I,)ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ!ତାଙ୍କର ହେହେନ୍ତ!ତେଣୁ ସମସ୍ତ ଆଦିବାସୀ ସମାଜ ର କର୍ମକର୍ତ୍ତା ଙ୍କୁ ଅନୁରୋଧ!ସମସ୍ତେ ଯୋଗାଯୋଗ jogଯୋଗ କରି ମୃତ୍ୟୁ ଭକ୍ତି ର ସବ ଆଣିବା ପାଇଁ ବ୍ୟବସ୍ଥା କରିବା!(ଶ୍ରୀ ସଦନ ମାଝୀ, ଅନ୍ତର୍ଜାତୀୟ ମାନବିକ ଅଧିକାର, ଜିଲ୍ଲା, ସମ୍ପାଦକ, ରାୟଗଡା “
