TV5 Odia ୱେବ ନ୍ୟୁଜ ଚ୍ୟାନେଲର ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ

ବ୍ୟୁରୋ ରିପୋର୍ଟ ରାୟଗଡ: ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ TV5 ଓଡ଼ିଆ ୱେବ ନ୍ୟୁଜ ଚ୍ୟାନେଲର ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି l TV5 ଓଡ଼ିଆର ପ୍ରତିଷ୍ଠାତା ତଥା ମୂଖ୍ୟ ସମ୍ପାଦକ ଶ୍ରୀ…

ରାଷ୍ଟ୍ରୀୟ ଲୋକଅଦାଲତରେ ୪୦,୧୧୨ ଟି ମାମଲା ଫଇସଲା

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ) ରାଷ୍ଟ୍ରୀୟ ଲୋକଅଦାଲତରେ ୪୦,୧୧୨ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୪୭,୮୮,୬୯୭ ଟଙ୍କା ଆଦାୟ ହୋଇଅଛିଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ…

ରାଶିଫଳ ଆଜି, ୧୪ ମାର୍ଚ୍ଚ ଶନିବାର

ମେଷ : ସକାଳ ୯ଟା ୩୩ ମିନିଟ୍ ପରେ ଦଶମଚନ୍ଦ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ଆପଣାଇବେ । କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା…

ଖବର ଆଜିର, ୧୨ ମାର୍ଚ୍ଚ, ଗୁରୁବାର

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ। ଗ୍ରାହକଙ୍କୁ ଠକିବା ଅଭିଯୋଗରେ ୭୫ଟି ରାସନ ଡିଲରଙ୍କ ଲାଇସେନ୍ସ ବାତିଲ କରିଛନ୍ତି ସରକାର। ପୂର୍ବତନ ସାଂସଦ ରବୀନ୍ଦ୍ର‌ ଜେନା ବିଜେପିକୁ ଡିଆଁ ମାରିଲେ। କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ତଦନ୍ତର ଶିକାର…

ରାଶିଫଳ ଆଜି, ୧୨ ମାର୍ଚ୍ଚ ଗୁରୁବାର

ମେଷ : କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ…

ପୂର୍ବତନ ବନରକ୍ଷୀ ସୁବାଷ ଚନ୍ଦ୍ର ଗମାଙ୍ଗଙ୍କ ପରଲୋକ ପୁଅ ଦୁବାଇରୁ ଆସିଲା ପରେ ବାପାକୁ ମୁଖାଗ୍ନି ଦେଲେ

ବ୍ୟୁରୋ ରିପୋର୍ଟ ରାୟଗଡା: ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ଖମାପଦର ପଞ୍ଚାୟତର ଖମାପଦର ଗାଁର ପୂର୍ବତନ ବନରକ୍ଷୀ ସୁବାଷ ଚନ୍ଦ୍ର ଗମାଙ୍ଗ (ପିତା– ସ୍ୱର୍ଗତ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗ)ଙ୍କର ଦେହାନ୍ତ ଘଟିଛି। ସେ ୦୮.୦୩.୨୦୨୬ ଓ ୦୯.୦୩.୨୦୨୬ ତାରିଖରେ ବ୍ରହ୍ମପୁର…

ରାଶିଫଳ ଆଜି, ୧୧ ମାର୍ଚ୍ଚ ବୁଧବାର

ମେଷ : ଅଷ୍ଟମ ଚନ୍ଦ୍ର, ଅଷ୍ଟମୀ ତିଥି ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ବନ୍ଧୁବାନ୍ଧବଙ୍କ ତିକ୍ତତା ଏବଂ ଶାରୀରିକ ପୀଡ଼ା…

ଖବର ଆଜିର, ୧୦ ମାର୍ଚ୍ଚ, ମଙ୍ଗଳବାର

ଆସନ୍ତା କାଲିଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପଶ୍ଚିମ ଓଡିଶାରେ ୩୭-୪୦ ଡିଗ୍ରୀ ହେବ ତାପମାତ୍ରା। ରାଜ୍ୟରେ ପଞ୍ଚମ, ଅଷ୍ଟମ ବୋର୍ଡ ପରୀକ୍ଷା ଆରମ୍ଭ। ଫେଲ୍ ହେଲେ ଦେବାକୁ ପଡ଼ିବ…

ରାଶିଫଳ ଆଜି, ୧୦ ମାର୍ଚ୍ଚ ମଙ୍ଗଳବାର

ମେଷ : ଅଷ୍ଟମଚନ୍ଦ୍ର ବିଷ୍ଟୀକରଣ ଓ ଶନିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ମନରେ ବିରକ୍ତି ଭାବ, ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ ।…

ଖବର ଆଜିର, ୯ ମାର୍ଚ୍ଚ, ସୋମବାର

ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ରାଜ୍ୟ ସରକାରଙ୍କ ଦ୍ଵାରା ୧ କୋଟି ୨ଲକ୍ଷ ୧୨ହଜାର ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କାର ଚତୁର୍ଥ କିସ୍ତି। ଆଜିଠାରୁ…

error: Content is protected !!