ଖବର ଆଜିର, ୧୭ ମେ, ଶନିବାର

ଆଣ୍ଡାମାନ ସାଗରକୁ ମୌସୁମୀ ବାୟୁ ଛୁଇଁ ସାରିଛି। ଅଳ୍ପ କିଛି ଦିନରେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ। ଚଳିତ ବର୍ଷ ଭାରତରେ ସୁପର ଏଲ ନିନୋର ପ୍ରଭାବ ରହିବା ଆଶଙ୍କା ଥିବାରୁ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା…

ଖବର ଆଜିର, ୪ ମେ, ସୋମବାର

ରାଜ୍ୟରେ କାଳବୈଶାଖୀ ଜାରି ରହିଛି। ରାଜ୍ୟର ୧୩ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓଡ଼ିଶା ଉପକୂଳ ଦୁଇ ଦିନ ପର୍ଯ୍ୟନ୍ତ ଅଶାନ୍ତ ରହିବ। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ପ୍ରାୟ ୧.୨୩ ଲକ୍ଷ ହିତାଧିକାରୀଙ୍କୁ ଆଜି ମଇ…

ଖବର ଆଜିର, ୩ ମେ, ରବିବାର

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ। ପାସ୍‌ ହାର ୯୫.୩୩ ପ୍ରତିଶତ। ମୋଟ୍‌ ୫ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ। ରାଜ୍ୟ ସରକାର ଖୁବ୍ ଶୀଘ୍ର ଆଣିବେ ଜମିଜମା ରେକର୍ଡିଂ ସମ୍ଵନ୍ଧୀୟ ସଂଶୋଧିତ ଏସଓପି। ଆସନ୍ତା ୪ରେ ମହିଳାଙ୍କ ଖାତାକୁ…

ଖବର ଆଜିର, ୨୮ ଅପ୍ରେଲ, ସୋମବାର

ରାଜ୍ୟର ୧୫ଟି ସହର ୪୦ଂ ଉପରେ ଜକୁଛି। ଝାରସୁଗୁଡ଼ାରେ ୪୪.୭ଂ। ସମସ୍ତ ରାଜସ୍ୱ ମାଫ୍ ପ୍ରସ୍ତାବକୁ ଶୀଘ୍ର ସମ୍ପାଦନ କରିବା ସହିତ ଜମି ଦ୍ୱାରା ଜମିପଟ୍ଟା ସଂଶୋଧନ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ। ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା…

ଖବର ଆଜିର, ୨୭ ଅପ୍ରେଲ, ସୋମବାର

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜିଠାରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି। ଆଗାମୀ କିଛି ଦିନ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବ ବୋଲି ସତର୍କ ସୂଚନା ଜାରି। ଫଳରେ ତାପମାତ୍ରା କମିବ। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ…

ଖବର ଆଜିର, ୨୩ ଅପ୍ରେଲ, ଗୁରୁବାର

ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ କିଛି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ହେବ। ୫ ଦିନ ଯାଏଁ ତାତିରୁ ମିଳିବନି ତ୍ରାହି, ୨୩ ତାରିଖ ପରେ ୨ରୁ ୪ ଡିଗ୍ରି ବଢ଼ିପାରେ ତାତି। ରାଜ୍ୟ…

ଖବର ଆଜିର, ୨୨ ଅପ୍ରେଲ, ବୁଧବାର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ସ୍ଥାନରେ ସତର୍କ ସୂଚନା ଜାରି କରାଯାଇଛି। ସରକାର କୃଷି ଋଣ ଛାଡ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଉରକେଲାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମାଝୀ ସ୍ୱାଗତ କରିଛନ୍ତି। ଗସ୍ତକୁ…

ଖବର ଆଜିର, ୨୦ ଅପ୍ରେଲ, ସୋମବାର

ଆଜି ତାପମାତ୍ରା ୩୭° ଭିତରେ ରହିବ। ପଶ୍ଚିମ ଓଡିଶାର ନଅଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅକ୍ଷୟ ତୃତୀୟା ପାଇଁ ପୁରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ। ଆରମ୍ଭ ହେବ ରଥ ତିଆରି କାର୍ଯ୍ୟ। ​ଭାରତର…

ଖବର ଆଜିର, ୧୮ ଅପ୍ରେଲ, ଶନିବାର

ଆଜି ପାଗ ମୁଖ୍ୟତଃ ମେଘୁଆ ରହିବ, ତାପମାତ୍ରା ୩୭° ଓ ୨୪° ରହିବ। ତିନି ଦିନ ପର୍ଯ୍ୟନ୍ତ ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ​ଆଗାମୀ ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି…

ଖବର ଆଜିର, ୧୬ ଅପ୍ରେଲ, ଗୁରୁବାର

ଆଜି ତାପମାତ୍ରା ୩୮° ଓ ୨୪° ଭିତରେ ରହିବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏବଂ ଟିଟିଲାଗଡ଼ ୪୨° ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଓଡିଶାରେ ସୀମା ନିର୍ଦ୍ଧାରଣ ବିଲ୍ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିଧାନସଭା…

error: Content is protected !!