ରାଜ୍ୟରେ ଏବେ ଆଉ ବର୍ଷାର ସମ୍ଭାବନା ନାହିଁ। କାଲିଠାରୁ ବଢିବ ଖରା, ଦୁଇଦିନ ପରେ ବଢିବ ତାପମାତ୍ରା। ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ହେବ ଓଡିଶା ଭବନ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଦିଲ୍ଲୀରେ ନୂଆ ଓଡ଼ିଶା ଭବନ ପାଇଁ ୯୩.୨୭ କୋଟି।…
ରାଜ୍ୟରେ ଜୁନ୍ ସୁଦ୍ଧା ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ସହର ଉପକଣ୍ଠର ରୂପାନ୍ତରଣ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି କଲେ ସରକାର। ଧାନମଣ୍ଡିରେ ଟୋକନ ସମୟ ସରିଗଲେ ମିଳିବ…
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ। ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ଜଣଙ୍କର ମୃତ୍ୟୁ, ଜନଜୀବନ ଅସ୍ତବ୍ୟସ୍ତ। ନୂଆ ବିଶ୍ବ ବିଦ୍ୟାଳୟ ଇଂଞ୍ଜିନିୟରିଂ କଲେଜ ପାଇଁ ପ୍ରକ୍ରିୟା ଶୀଘ୍ର ସାରିବା ପାଇଁ ସରକାର ଅଣ୍ଟା ଭିଡ଼ିଲେ। ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି…
ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ଉପକୂଳ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ସତର୍କତା। ରାଜ୍ୟରେ ୧୦୦ଟି ମଡେଲ୍ ମଣ୍ଡି ସ୍ଥାପନ କରାଯିବ ଓ ୫ ଲକ୍ଷ ଟନ କ୍ଷମତା ବିଷିଷ୍ଟ ଗୋଦାମ ଗୃହ ନିର୍ମାଣ ହେବ ବୋଲି କହିଲେ ସରକାର। ସରକାରୀ ଚାକିରିଆ…
ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୮ ଜିଲ୍ଲାରେ ବର୍ଷା ହୋଇପାରେ। ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ। ସକାଳ ୬ଟାରୁ ହାଣ୍ଡି ଛାଡ଼। ଅପରାହ୍ନ ୩ଟା ୨୦ରେ ସ୍ପର୍ଶ। ସନ୍ଧ୍ୟା ୬ଟା ୪୭ରେ ସର୍ବମୋକ୍ଷ। ଶିଶୁ ବାଟିକାରେ ଆଡମିଶନ ପାଇଁ ଦକ୍ଷତା ମାପିବେ ଶିକ୍ଷକ।…
ରାଜ୍ୟରେ ବଢୁଛି ତାପମାତ୍ରା, ଆଗାମୀ ଦିନରେ ୩ ରୁ ୪ ଡିଗ୍ରୀ ବଢିବ। ଆସନ୍ତା ୨୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ…
ଆଜି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୧,୮୬, ୭୬୧ ଟଙ୍କାକୁ ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ୯.୨ ପ୍ରତିଶତ ବୃଦ୍ଧି। ଜାତୀୟ ମୁଣ୍ଡପିଛା ଆୟଠାରୁ ଅଳ୍ପ କମ ଅଛି। ମାଟ୍ରିକ ପରୀକ୍ଷାରେ ପଡିଲା…
ବଙ୍ଗୋପସାଗରରେ ଲଘୁଚାପର ଭୟ। ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା ୫ ଦିନରେ ବଢ଼ିବ ତାପମାତ୍ରା। କାଲିର ସର୍ବନିମ୍ନ ତାପମାତ୍ରା ଜି ଉଦୟଗିରି ୭.୩ ଡିଗ୍ରି, ସେମିଳିଗୁଡ଼ା ଓ ଫୁଲବାଣୀ ୧୦.୫, ରାଉରକେଲା ୧୦.୭ ଡିଗ୍ରି। ଆଜିଠାରୁ…
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଘନ କୁହୁଡି। ଆଉ ୨ ଦିନ କୁହୁଡ଼ି ପାଇଁ୧୭ ଜିଲ୍ଲାକୁ ସତର୍କତା। ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଛି ଓଡ଼ିଶା ବଜେଟ ଅଧିବେଶନ। ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ୮ ଦଫା…
ରାଜ୍ୟ ବିଧାନସଭା ଅଧିବେଶନ ୧୭ ତାରିଖରୁ। ବିରୋଧୀଙ୍କ ହାତରେ ପ୍ରସଙ୍ଗ: ଧାନ, ମହାନଦୀ, ଟାଟା ସ୍ମାର୍ଟ ମିଟର ଦୁର୍ନୀତି। ଆସନ୍ତା ୨୦ ତାରିଖରେ ରାଜ୍ୟ ବଜେଟ୍। ବିଭିନ୍ନ ଭତ୍ତା ଓ ମାଗଣା ଯୋଜନା ପାଇଁ ଟଙ୍କା ନାହିଁ। ଦେଢ଼ ଲକ୍ଷ କୋଟି…