ବ୍ୟୁରୋ ରିପୋର୍ଟ (ପରିସ୍କାର ନ୍ୟୂଜ) ରାୟଗଡ:- ତା. ୩/୦୪- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବରେ ପାଳିତ ହୋଇଯାଇଛି l ଆଜି ସମସ୍ତ କର୍ମଚାରୀ ମlନେ ହସ୍ତତନ୍ତ ବୁଣା ପୋଷାକ ପରିଧାନ କରି…
ଆଜି ପାଗ ମୁଖ୍ୟତଃ ଖରା ରହିବ, ତାପମାତ୍ରା ୩୪° ରୁ ୨୩° ରହିବ। ଆର୍ଦ୍ରତା ୩୧% ରହିବ। ଏପ୍ରିଲ ୫ ତାରିଖରୁ ରାଜ୍ୟରେ ପାଗରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ସମସ୍ତ ସ୍କୁଲ…
ମେଷଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ। ପୂର୍ବନିର୍ଦ୍ଧାରିତ ସମୟରେ ବନ୍ଧୁମିଳନଜନିତ ଖୁସିରେ ସମୟ କଟାଇବେ। ସାହିତ୍ୟକୃତିରୁ ପ୍ରଶଂସିତ ଓ ସନ୍ତାନଙ୍କ କୃତିତ୍ୱରୁ…
ଦିନସାରା ଖରାଟିଆ ପାଗ ସହ ରାତିରେ ଆକାଶ ନିର୍ମଳ ରହିବ।ତାପମାତ୍ରା ୩୫°- ୨୩°C ରହିବ। ଆଦ୍ରତା ୩୧% ଏବଂ UV ଇଣ୍ଡେକ୍ସ ୧୦ ରହିବ। ଓଡ଼ିଶାର ୯୦ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ, ରାଷ୍ଟ୍ରପତି ଏବଂ ପିଏମ ଶୁଭେଚ୍ଛା ଜଣାଇଲେ। ସୁଭଦ୍ରା…
ମେଷମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ କରିବେ। କର୍ମକ୍ଷେତ୍ରରେ ରହିଯାଇଥିବା କାମକୁ ପୂରା ଦମ୍ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ଦ୍ୱିଜା ନକ୍ଷତ୍ର…
ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଏବଂ ମାଲକାନଗିରିର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପବନ (୩୦-୪୦ କିମି) ବହିବ। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ମଧ୍ୟମ ବର୍ଷା, ବଜ୍ରପାତ ହୋଇପାରେ। ଆର୍ଦ୍ରତା:…
ମେଷ : ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର, ସୋମବାର ଓ ଘାତ ନକ୍ଷତ୍ର ଯୋଗୁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା,…
ଆଜି ରାଜ୍ୟରେ ଅନୁମାନ ତାପମାତ୍ରା ୩୩° ଏବଂ ୨୨° ମଧ୍ୟରେ ରହିବ। ଆଦ୍ରତା ପ୍ରାୟ ୨୭% ରହିବ। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ସହ ବଜ୍ରପାତ ଓ…
ମେଷ ରାଶି:ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ବିଶେଷ କରି ଜାଗା, ଜମି କିମ୍ବା କୌଣସି ଉଚ୍ଚସ୍ତରୀୟ ବିଳାସପୂର୍ଣ୍ଣ ଯାନବାହନ କ୍ରୟ କରିବା ପାଇଁ ଯୋଜନା କରୁଥିଲେ, ସେଥିପାଇଁ ଯୋଗାଯୋଗ କରିବାକୁ ଏହା ପ୍ରକୃଷ୍ଟ ସମୟ। ଦାମ୍ପତ୍ୟ ଜୀବନରେ ମଧୁରତା…
ରାଜ୍ୟରେ ବଢୁଛି ତାପମାତ୍ରା। ସୋନପୁରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି, ଟିଟିଲାଗଡ଼ ରହିଛି ୩୭.୫ ଡିଗ୍ରି। ଆସନ୍ତା ୩ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପରେ ଚିନ୍ତାରେ ଚାଷୀ। ଭିଜିଗଲା ଧାନ, ତୁରନ୍ତ…