ରାୟଗଡ଼ାରୁ ହରି ନାରାୟଣ ଦାସଙ୍କ ରିପୋର୍ଟ (ପରିସ୍କାର ଓଡିଶା ନ୍ୟୁଜ) ୦୧/୦୧/୨୦୨୬ – ରାୟଗଡା ସଦର ଜେ.କେ.ପୁର ସ୍ତିତ ବିସି ରୋଡ଼ ଅଞ୍ଚଳରେ ରହୁଥିବା ମେଘାଲ ୟାଦବ | ଆଜି ଏହି ୧୦ ବର୍ଷୀୟା ମେଘାଲ ୟାଦବ ‘ଲୁକ୍ସ ପେଜାଣ୍ଟ’ ଦ୍ୱାରା…
ରାଜ୍ୟରେ ଶୀତ ସ୍ୱାଭାବିକ। କାଲିର ତାପମାତ୍ରା, ଜି.ଉଦୟଗିରି ୫.୨ ଡିଗ୍ରି, ଝାରସୁଗୁଡ଼ା ୬.୩, ଦାରିଙ୍ଗବାଡ଼ି ୭, ସେମିଳିଗୁଡ଼ା ଓ ରାଉରକେଲା ୭.୧, ନବରଙ୍ଗପୁର ୭.୮, ସୁନ୍ଦରଗଡ଼ ୮.୨, କୋରାପୁଟ ୮.୩, କେନ୍ଦୁଝର ୮.୮ ଡିଗ୍ରି। ଶ୍ରୀମନ୍ଦିର ଇଂରାଜୀ ନବବର୍ଷ କ୍ୟାଲେଣ୍ଡରରେ ଶ୍ରୀଜଗନ୍ନାଥଙ୍କ…
ମେଷନୂଆ ବର୍ଷରେ ଭାଗ୍ୟସ୍ଥାନରେ ରାଜଯୋଗ। କର୍ମକ୍ଷେତ୍ରରେ ଆଦରଣୀୟ ହେବେ। ଉଚ୍ଚାରୋହୀ ମଙ୍ଗଳ ଯୋଗୁ ଦେହ ଭଲ ରହିବ। ଧନସ୍ଥାନରେ ଚନ୍ଦ୍ର ସୁସ୍ବାଦୁ ଭୋଜନ ପରଷିବେ। ପାରିବାରିକ ଶାନ୍ତି ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ଜୁଟିବ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି, ପଡ଼ୋଶୀଙ୍କ କୁତ୍ସାରଟନା,ଦର୍ଶନୀୟସ୍ଥାନକୁ ଯାତ୍ରା କରିବେ।…
୧- 👉 ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ। ଲୋକସେବା ଭବନରେ ମନୋଜ ଆହୁଜାଙ୍କଠାରୁ ନେବେ ଦାୟିତ୍ଵ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର…
୧-ଭୁବନେଶ୍ୱର: ଆଜିଠୁ କମିବ ଶୀତ,୧୩ ଜିଲ୍ଲାକୁ ଘନ କୁହୁଡି ସତର୍କ ସୁଚନା ଜାରି। ୨-ରେକର୍ଡ ଭାଙ୍ଗିଲା ଡିସେମ୍ବର ଥଣ୍ଡା, ୨୦ ଦିନ ରହିଲା ୧୦ ଡିଗ୍ରି ତଳେ ତାପମାତ୍ରା। ୩-ବଡ଼ ଆନ୍ଦୋଳନ ପାଇଁ ଡାକ୍ତର ସଂଘର ସଜବାଜ, ଘଣ୍ଟିକିଆ ଓପିଡି ବନ୍ଦ…
ଜାନୁଆରି ୧ ତାରିଖ କାର୍ଯ୍ୟ ଦିବସ ହୋଇଥିବାରୁ, ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ କାଲିଠାରୁ ରାଜ୍ୟରେ ଶୀତର ପ୍ରକୋପ କମିବ। ନିଯୁକ୍ତି ମେଳାରେ ୧୧ଟି ବିଭାଗର ୧,୫୪୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ…
ମେଷ ରାଶି:ଆଜି ପରିବାର ପ୍ରତି ଆପଣଙ୍କର କର୍ତ୍ତବ୍ୟବୋଧ ବୃଦ୍ଧି ପାଇବ, ଯାହା ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ। କିଛି ଜ୍ଞାନୀ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ଦ୍ଵାରା ଆପଣଙ୍କୁ ମହତ୍ଵପୂର୍ଣ୍ଣ ପରାମର୍ଶ ମିଳିପାରେ, ଯାହା ଭବିଷ୍ୟତରେ ମାଇଲଖୁଣ୍ଟ ସଦୃଶ ହେବ। କାର୍ଯ୍ୟକ୍ଷେତ୍ରରେ…
ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ। ଆଜି ସୂର୍ଯ୍ୟଙ୍କ ପୂଜା, ଶାମ୍ବଦଶମୀ। ମାଗଣାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ। ପୁରୀ ଶ୍ରୀମନ୍ଦିରରେ ଡିସେମ୍ବର ୩୧ ରେ ପହୁଡ ଏବଂ ଦ୍ଵାରଫିଟା ନୀତି ଶୀଘ୍ର ହେବ। ରାତି…
ବ୍ୟୁରୋ ରିପୋର୍ଟ: ନାଗାବଳୀ, ବଂଶଧାରା, ଝଂଜାବତି ନଦୀ ଓ ଦେବଗିରି, ନିୟମଗିରି, ପାଇକପଡା, ଚାଟିକଣା, ଖୀନଖୀନା ପାହାଡ଼ର ମହାଦେବଙ୍କ ସମେତ ଶ୍ରଦ୍ଧା ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମା ମଝିଘରିଆଣି ଓ ରାୟଗଡ଼ ମଧ୍ୟଭାଗରେ ଥିବା ମା ଦକ୍ଷିଣକାଳୀଙ୍କ ଅପାର କୃପା…
ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଜି ଉଦୟଗିରି, ୩.୫ ଡିଗ୍ରି। କାଲି ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ କୁହୁଡ଼ି ହେବ। ରାଜ୍ୟରେ କଳାକାର ସହୟତା ଯୋଜନାରେ ମାସିକ ଭତ୍ତା ତିନିହଜାର ଟଙ୍କାକୁ…