ବରିଷ୍ଠ ନେତା ଶଙ୍କର ଜିଲାକାରାଙ୍କ ବୟାନ |

ରାୟଗଡା-ତା ୨୬/୦୧/୨୦୨୬ ରାୟଗଡା ଜିଲ୍ଲା ଆଦିବାସୀ ସେଲ କଂଗ୍ରେସ କମିଟିର ସଭାପତି ଶଙ୍କର ଜିଲାକାରା ଏକ ସାକ୍ଷାତକାରରେ କହିଛନ୍ତି, ସେ କୌଣସି ଦଳରେ ଯୋଗ ଦେଇନାହାନ୍ତି କିଛି ଦିନ ତଳେ “ବିଏସପି ଦଳରେ ମିଶିବା ସମ୍ଭାବନା” ଖବର କିଛି ଗଣମାଧ୍ୟମରେ ପ୍ରକାଶିତ…

ଖବର ଆଜିର, ୨୮ ଜାନୁଆରୀ, ବୁଧବାର

ରାଜ୍ୟରେ ଉପକୂଳ ଓ ପଶ୍ଚିମରେ ଶୀତ କମୁଛି, କିନ୍ତୁ ଆଭ୍ୟନ୍ତରର କିଛି ସ୍ଥାନରେ ଥଣ୍ଡା ଏବେ ବି ରହିଛି। ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ବି ଗାଡ଼ିରେ ତେଲ ପକାଇହେବ। ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଆବେଦନ ଖାରଜ। ଆଜି ପଠାଣିସମାନ୍ତ ମେଧାବୃତ୍ତି ପରୀକ୍ଷା…

ରାଶିଫଳ ଆଜି, ୨୮ ଜାନୁଆରୀ, ବୁଧବାର

ମେଷ- ଆସନ୍ତାକାଲି ଆପଣଙ୍କର ଆର୍ଥିକ ଦିଗଟି ବହୁତ ଭଲ ରହିବ ଏବଂ ହଠାତ୍ ଧନ ପ୍ରାପ୍ତି ର ଶୁଭ ଯୋଗ ରହିଛି। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକୁ ନେଇ ଆଲୋଚନା ହୋଇପାରେ। ମିଠା କଥା କହି ଆଜି ଆପଣ ସମସ୍ତଙ୍କର ପ୍ରିୟଭାଜନ…

ମଦର ଟେରେସା ଇ ଟେକ୍ନୋ ସ୍କୁଲରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ୨୬ ଜାନୁଆରୀ ୨୦୨୬ ମଦର ଟେରେସା ସ୍କୁଲରେ ୭୭ ତମ ଗଣତନ୍ତ୍ର ଦିବସକୁ ବହୁତ ଉତ୍ସାହର ସହିତ ପାଳନ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅତିଥି ସ୍କୁଲ ଖେଳ ପଡ଼ିଆରେ ଏକତ୍ରିତ ହୋଇ ଉକ୍ତ ସାଧାରଣତନ୍ତ୍ର…

ସହିଦ୍ ଲକ୍ଷ୍ମଣ ନାୟକ ୟୁଥ୍ ଆସୋସିଏସନ୍ ସଂଘ ପକ୍ଷରୁ ୭୭ତମ ସ୍ଵାଧିନତା ଦିବସ ପାଳିତ ହୋଇଯାଇଛି।

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ଜେକେପୁର ସ୍ଥିତ କଳାହାଣ୍ଡିପଡ଼ା ଠାରେ ସହିଦ୍ ଲକ୍ଷ୍ମଣ ନାୟକ ଯୁବକ ସଂଘ ତରପରୁ ସ୍ବାଧୀନତା ସଂଗ୍ରାମୀ , ବୀର ସୈନିକ ଓ ମହାନାୟକଙ୍କୁ ସ୍ଵରଣ କରି ଗଣତନ୍ତ୍ର ଦିବସ ବା ୭୭ତମ ସ୍ଵାଧିନତା ଦିବସ ମହା…

ୟୁନାଇଟେଡ଼ ଫୋରମ୍ ଅଫ ବ୍ୟାଙ୍କସ ୟୁନିୟନ ପକ୍ଷରୁ ଧର୍ମଘଟ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ଆଜି ୟୁନାଇଟେଡ଼ ଫୋରମ୍ ଅଫ ବ୍ୟାଙ୍କସ ୟୁନିୟନ ପକ୍ଷରୁ ଧର୍ମଘଟ ସାରା ଭାରତରେ ଦିଆଯାଇଛି। ଏହାର ପ୍ରଭାବ ରାୟଗଡ଼ାରେ ମଧ୍ୟ ଦେଖାଦେଇଛି। ରାୟଗଡ଼ ସହରର ଆଇ ସି ଆଇ ସି ଆଇ ବ୍ୟାଙ୍କ୍ ସମ୍ମୁଖରେ ଧାରଣାରେ…

ଜିଷ୍ଟ ଇଞ୍ଜିନିୟରିଂ କଲେଜରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ

ହରି ନାରାୟଣ ଦାସଙ୍କ ରିପୋର୍ଟ୍ (ପରିଷ୍କାର ଓଡ଼ିଶା ନ୍ୟୂଜ୍) ରାୟଗଡ଼ା ସଦର ଖୋଲିଗୁଡ଼ା ସ୍ତିତ ଜିଷ୍ଟ୍ ଇଞ୍ଜିନିୟରିଂ କଲେଜ ଠାରେ ମହା ଆଡମ୍ବର ସହିତ ପାଳନ ହୋଇଯାଇଛି ୭୭ତମ ସାଧାରଣତନ୍ତ୍ର ଦିବସ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜୀଷ୍ଟ ଇଞ୍ଜିନିୟରିଂ…

ଶିଶୁ ବିବାହ ନୁହେଁ, ଶିକ୍ଷା ହିଁ ଭବିଷ୍ୟତ” ସମ୍ବନ୍ଧିତ କୁ ନେଇ ସାଇକେଲ୍ ରାଲି କାର୍ଯ୍ୟକ୍ରମ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ରାୟଗଡା:- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ…

ଖବର ଆଜିର, ୨୬ ଜାନୁଆରୀ, ସୋମବାର

ରାଜ୍ୟରେ ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଲା। ସୀମାଞ୍ଚଳ ପାତ୍ର, ଚରଣ ହେମ୍ବ୍ରମ୍‌, ଶରତ ପାତ୍ର ଏବଂ ମହେନ୍ଦ୍ର ମିଶ୍ର। ପୋଲିସ ସେବା ପଦକ…

ଉତ୍କଳ ଗୋପାଳ ସମାଜ ତରଫରୁ ସ୍ଥାନୀୟ ଶକ୍ତି ଜରାଶ୍ରମରେ ଶୁଖିଲା ଖାଦ୍ୟ ଓ ଶୀତ ବସ୍ତ୍ର ଓ ଲୁଗା ବଣ୍ଟନ

ବ୍ୟୁରୋ ରିପୋର୍ଟ: ରାୟଗଡ: ଉତ୍କଳ ଗୋପାଳ ସମାଜ ରାୟଗଡ ଜିଲ୍ଲା ସଭାପତି ଶ୍ରୀ ଶରତ ଚନ୍ଦ୍ର ଗଉଡ଼ଙ୍କ ନେତୃତ୍ୱରେ ଅତିଥିଭାବେ ଉତ୍କଳ ଗୋପାଳ ସମାଜର ରାଜ୍ୟ ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପରିଡା, ରାଜ୍ୟ କୋଷଧ୍ୟକ୍ଷ୍ୟ ଶ୍ରୀ ଧରଣୀ ଧର ବେହେରା…

error: Content is protected !!