ରାଶିଫଳ ଆଜି, ୮ ମାର୍ଚ୍ଚ ରବିବାର

ମେଷ : ଘାତବାର ଓ ସପ୍ତମଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହଯୋଗ ମିଳିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ…

ଖବର ଆଜିର, ୮ ମାର୍ଚ୍ଚ, ରବିବାର

ରବି ଧାନ କିଣିବାକୁ ପଞ୍ଜୀକରଣ ଆରମ୍ଭ କରିବେ ସରକାର। ମାର୍ଚ୍ଚ ୧୦ରୁ ୨୦ ଯାଏଁ ପଞ୍ଜୀକରଣ। ଏ ପର୍ଯ୍ୟନ୍ତ ଖରିଫ ଧାନ କିଣା ପ୍ରକ୍ରିୟା ସରିନି। ଧାନ ଗଦା ହୋଇଛି, ଅନେକ ଟୋକନ ଲାପସ କଲାଣି, ଖାତାକୁ ଟଙ୍କା ଆସିନି। ଆଜି…

ଖବର ଆଜିର, ୭ ମାର୍ଚ୍ଚ, ଶନିବାର

ଆସନ୍ତା କାଲି ପାଗ ମେଘୁଆ ରହିବ, ବିଜୁଳି ଓ ଘଡଘଡି ସହ ବର୍ଷାର ସମ୍ଭାବନା। ରାଜ୍ୟସଭା ନିର୍ବାଚନ ପାଇଁ ଜୋର ଧରିଲା ଛକାପଞ୍ଝା। ନିଜ ବିଧାୟକଙ୍କ ଗତିବିଧି ଉପ‌ରେ ଦଳର ନଜର। ରାଜ୍ୟରେ ଏପ୍ରିଲ ୧ ତାରିଖରୁ SIR ଆରମ୍ଭ ହେବ…

ରାଶିଫଳ ଆଜି, ୭ ମାର୍ଚ୍ଚ ଶନିବାର

ମେଷ : ସପ୍ତମ ଚନ୍ଦ୍ର, ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମାନସିକ, ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା, ଆସିବ ଏବଂ ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ମିଳିବ । ମୂଲ୍ୟବାନ ଧାତୁ, ବସନ ଭୂଷଣ, ସୌଖୀନ ଘରୋଇ ଉପକରଣ…

ରାୟଗଡ଼ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ) ରାୟଗଡ,୦୬.୦୩.୨୦୨୬- ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି , ରାୟଗଡ଼ ତରଫରୁ ଆଜି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ପାଳନ…

ଖବର ଆଜିର, ୬ ମାର୍ଚ୍ଚ, ଶୁକ୍ରବାର

ଜଙ୍ଗଲ ନିଆଁ ଲାଗିବାରେ ଓଡ଼ିଶା ଦେଶରେ ପ୍ରଥମ। ୧,୫୦୧ଟି ସ୍ଥାନରେ ଜଙ୍ଗଲ ନିଆଁ, ବଡ଼ଧରଣର ନିଆଁ ୧୪୫। ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ସମସ୍ତ ୮ ଜଣ ଅଭିଯୁକ୍ତ ଜାମିନ ପାଇଗଲେ। ଧୀମେଇ ଗଲା ତଦନ୍ତ। ଭୁବନେଶ୍ୱରରେ ରୁକୁଣା ରଥ…

55ତମ ରାଷ୍ଟ୍ରୀୟ ସୁରକ୍ଷା ଦିବସ ଜେକେ କାଗଜ କଳ ପକ୍ଷରୁ ପାଳିତ I

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ) ଆଜି ଜେକେ କାଗଜ କଳ ପରିସରରେ 55 ତମ ରାଷ୍ଟ୍ରୀୟ ସୁରକ୍ଷା ଦିବସ ଓ ସପ୍ତାହ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି…

ଖବର ଆଜିର, 4 ମାର୍ଚ୍ଚ, ବୁଧବାର

ରାଜ୍ୟରେ ତାପମାତ୍ରା ଉପରମୁହାଁ। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହେଲା ୩୮ ଡିଗ୍ରି। ପୁରୀ ଶ୍ରୀମନ୍ଦିରରେ ଅବ୍ୟବସ୍ଥା। ଦୋଳପୂର୍ଣ୍ଣିମା ପାଇଁ ପ୍ରବଳ ଭିଡ, ଦୋଳବେଦୀ ନିକଟରେ ଭକ୍ତଙ୍କ ଦଳାଚକଟା। ସିଆଇଏସଫ ଦ୍ୱାରା ମୁଣ୍ଡଳୀରେ ରେଜିଙ୍ଗ ଡେ ପରେଡ୍ ହେବ, ୫ କିଲୋମିଟର…

ରାଶିଫଳ ଆଜି, ୪ ମାର୍ଚ୍ଚ, ବୁଧବାର

ମେଷ ରାଶି :​ଆଜି ରାଜନୈତିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ ଏବଂ କେହି ଜଣେ ବଡ଼ ତଥା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାରର ଯୋଗ ରହିଛି। ଭ୍ରମଣ ପ୍ରିୟ ବ୍ୟକ୍ତିଙ୍କ ପାଇଁ ଏକ ସୁଖଦ ଯାତ୍ରାର ସୁଯୋଗ ଆସିପାରେ।…

ରାଶିଫଳ ଆଜି, ୩ ଫେବୃଆରୀ, ମଙ୍ଗଳବାର

ମେଷ ରାଶି :​ଆପଣଙ୍କ ପାଇଁ ଆର୍ଥିକ ଅଭିବୃଦ୍ଧିର ଶୁଭ ସଂକେତ ମିଳୁଛି, ଯାହାଫଳରେ ଦୀର୍ଘ ଦିନରୁ ଅଟକି ରହିଥିବା ବକେୟା ଅର୍ଥ ସହଜରେ ପ୍ରାପ୍ତି ହେବ। ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେବ ଏବଂ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରି ଅପାର…

error: Content is protected !!