ବ୍ୟୁରୋ ରିପୋର୍ଟ:- ରାୟଗଡା, ୧୨/୦୧: ଆଜି ସାରା ଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗର ଉଦ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶଭକ୍ତିମୂଳକ ଗୀତ ‘ବନ୍ଦେ ମାତରମ୍’ ଗାନ…
ରାୟଗଡା ତା-୧୨/୦୧/୨୦୨୬ (ବ୍ୟୁରୋ ରିପୋର୍ଟ) ବରିଷ୍ଠ କଂଗ୍ରେସ ନେତା ଶଙ୍କର ଜିଲାକାରା ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବଂ ରାୟଗଡା ଜିଲ୍ଲା ଏସ ଟି ସେଲ ଅଧକ୍ଷ ପଦରୁ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କୁ ପଠାଇଥିବା…
ମେଷ: ସୁଖସମ୍ପଦ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଦୃଷ୍ଟିରୁ ଏହି ସମୟ ଅନୁକୂଳ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇପାରନ୍ତି। ଯଦି ଆପଣ ଏକ…
ରକ୍ଷା ଓ ଆନ୍ତର୍ଜାତୀୟ ଖବର ବିଶ୍ୱ ଖବର କ୍ରୀଡ଼ା ଏହି ଦିନଟି ସାଂସ୍କୃତିକ ଗର୍ବ, ଶିକ୍ଷା, ଶକ୍ତି ଅଗ୍ରଗତି ଓ ସ୍ଥିରତାରେ ଭରପୂର ଥିଲା। ଜୟ ହିନ୍ଦ!
ରାଜ୍ୟରେ ୧୦ ଡିଗ୍ରୀ ତଳେ ୨୮ ସହରର ତାପମାତ୍ରା। ସୁନ୍ଦରଗଡ଼ କୋଇଡାରେ ପୁଣି ତୁଷାରପାତ। ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହେଲା। ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୨୬ ଯାଏ ଅନଲାଇନ୍ ରେଜିଷ୍ଟ୍ରେଶନ ହେବ। ଆସନ୍ତା ମାର୍ଚ୍ଚରେ ସିୟୁଇଟି ପିଜି।…
ମେଷ : ସପ୍ତମ ଚନ୍ଦ୍ର, ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ । ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ସମସ୍ତ କର୍ମରେ…
ବ୍ୟୁରୋ ରିପୋର୍ଟ : (ପରିସ୍କାରଓଡିଶା ନ୍ୟୁଜ) ଜାତୀୟ ରାଜପଥ(୩୨୬) ଅନ୍ତର୍ଗତ ରାୟଗଡ଼ା ସହରସ୍ଥ ରେଳ ଓଭର ବ୍ରିଜ (ROB) ଠାରେ ଆବଶ୍ୟକୀୟ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଯୋଗୁଁ ରାୟଗଡ଼ା ସହରରେ ଟ୍ରାଫିକ ସମସ୍ୟା ଦେଖାଯାଇଛି | ଆଜି ତା.…
ରାଉରକେଲା ଜଗଦାରେ ବିମାନ କ୍ରାସଭୁବନେଶ୍ବରରୁ ରାଉରକେଲା ଯାଉଥିଲା ବିମାନରାଉରକେଲା ପୂର୍ବରୁ କ୍ରାସ ଲ୍ୟାଣ୍ଡ କରିଛି ବିମାନଚାର୍ଲି-୨୦୮ ବିମାନ କ୍ରାସ ହୋଇଛି୯ ସିଟର୍ ବିମାନ କ୍ରାସ ହୋଇଛିପାଇଲଟଙ୍କ ସହ ୬ ଜଣ ଆହତ୪ ଯାତ୍ରୀ ଓ ପାଇଲଟ ଓ ଲୋକ ପାଇଲଟ ଆହତଏୟାରପୋର୍ଟ…