ଖବର ଆଜିର, ୨୩ ଡିସେମ୍ବର, ମଙ୍ଗଳବାର

ପରିସ୍କାର ଓଡିଶା ନ୍ୟୁଜ଼ ରାଜ୍ୟରେ ଆହୁରି ୫ ଦିନ ଯାଏଁ ଲାଗି ରହିବ ପ୍ରବଳ ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ବି ରହିବ। କୋରାପୁଟରେ ତାପମାତ୍ରା ୫.୫ ଡିଗ୍ରୀ ନୂଆବର୍ଷରେ ସରକାର ଆଣିବେ ୪୨୮ ନୂଆ ରୋଗୀବୁହା ଆମ୍ବୁଲାନ୍ସ। ବିଜେପି…

🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୩/୧୨/୨୦୨୫, ମଙ୍ଗଳବାର🌼

୧- 👉 ନଗର ଉନ୍ନୟନ ବିଭାଗ ପକ୍ଷରୁ ୫ଟି ନୂଆ ମ୍ୟୁନିସିପାଲିଟି ଓ ୨୪ ଏନ୍‍ଏସି ନାଁ ଘୋଷଣା କରାଯାଇଛି। ବିଜ୍ଞପ୍ତି ଅନୁସାରେ ୩ ଜିଲ୍ଲାରେ ୫ ଏନ୍‍ଏସିକୁ ରୂପାନ୍ତରଣ କରାଯାଇ ଏହି ନୂଆ ମ୍ୟୁନିସିପାଲିଟି ପ୍ରତିଷ୍ଠା କରାଯିବ। ସେହିପରି ୧୪ଟି…

କୁଟିଂଗୁଡ଼ା ନଦୀରେ ବିନା ପଲ୍ଲିସଭାରେ ଚେକଡେମ ଓ ପାଇପ ଲାଇନ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ I

ବ୍ୟୁରୋ ରିପୋର୍ଟ ରାୟଗଡ଼ା ଜିଲ୍ଲା ଓ କୋରାପୁଟ ଜିଲ୍ଲାର କୁଟିଂଗୁଡ଼ା ନଦୀରେ ବିନା ପଲ୍ଲିସଭାରେ ଚେକଡେମ ଓ ପାଇପ ଲାଇନ ନିର୍ମାଣକୁ ସ୍ଥାନୀୟ ରାୟଗଡା ଓ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁଟିଂଗୁଡ଼ା , ସିୟାଳିମାଳ,ବାରିଗାଁ ,ପିପଲପଦର,ବାଗମାରିଓ କେନ୍ଦୂପାଇ ଓ ଗ୍ରାମ.ଶଙ୍କରଡା ଥାନା.…

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଧ୍ୟାନଦିବସ ପାଳିତ

ହରି ନାରାୟଣ ଦାସଙ୍କ ରିପୋର୍ଟ୍ (ପରିଷ୍କାର ଓଡ଼ିଶା ନ୍ୟୁଜ)-‘ବ୍ୟକ୍ତିଗତ ପରିବର୍ତନରେ ସମଷ୍ଟିର ପରିବର୍ତନ’ ବାର୍ତ୍ତା ବହନ କରୁଥିବା ଦ୍ୱିତୀୟ ବିଶ୍ୱ ଧ୍ୟାନ ଦିବସ ଆଜି ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଅନୁଷ୍ଠାନିକ ଭାବେ…

MGNREGA ରୁ G RAM G ବିଲ ପ୍ରତ୍ୟାହାର ଦାବି ନେଇ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ହରି ନାରାୟଣ ଦାସଙ୍କ ରିପୋର୍ଟ (ପରିସ୍କାର ଓଡିଶା ନ୍ୟୁଜ) ୨୨-୧୨-୨୦୨୬ – ଆଜି ମିଳିତ ବାମପନ୍ଥୀ ପାର୍ଟୀ CPI( ml) ଲିବରେସନ, CPI (M), CPI, AIFB ତରଫରୁ ଜି – ରାମ – ଜି. କଳା ବିଲ ପ୍ରତ୍ୟାହାର ଦାବି…

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ ରାୟଗଡ଼ ତା ୨୧-୧୨-୨୦୨୫ ରାୟଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରବିବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଳାପାଳ ନବିନ ଚନ୍ଦ୍ର ନାଏକ…

326 ନମ୍ବର ଜାତୀୟ ରାଜପଥରେ ଆଉ ଏକ ବଡ଼ ସଡ଼କ ଦୁର୍ଘଟଣା ଜଣେ ମୃତ|

ହରି ନାରାୟଣ ଦାସଙ୍କ ରିପୋର୍ଟ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେ.କେ ପୁର ଅଂଚଳରେ ରହିଥିବା ନାଗାବଳି ସେତୁ ନିକଟରେ ଆଜି ଆଉ ବଡ ସଡକ ଦୁର୍ଘଟଣା ଘଟିଛି | ଉକ୍ତ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ପି ଏମ୍ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

ହରି ନାରାୟଣ ଦାସଙ୍କ ରିପୋର୍ଟ୍ ରାୟଗଡ଼ା:- (20/12/2025) .ଆଜି ପି ଏମ୍ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଠାରେ ୮୮ ତମ ବାର୍ଷିକ ଉତ୍ସବ ଅଭିଜ୍ଞାନ ମହା ସମାରୋହରେ ପାଳିତ ହୋଇଯାଇଛି। । ଏହି ସମାରୋହରେ ମୁଖ୍ୟ…

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତ୍ତର

ହରି ନାରାୟଣ ଦାସଙ୍କ ରିପୋର୍ଟ ରାୟଗଡା -(19/12/2025) ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ପାଇକପଡା ଗ୍ରାମ ନିକଟସ୍ଥ ପଙ୍ଗୋଲି ଯିବା ରାସ୍ତାରେ ୨ଟି ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତ୍ତର ହୋଇଥିବା ଜଣାପଡିଛି । ଗୁରୁତ୍ତର…

ଓଡ଼ିଶା ପତ୍ରକାର ସଂଘର ୧୬ତମ ବାର୍ଷିକ ଉତ୍ସବ।

ସାମ୍ୱାଦିକ ଏକ ହେଲେ ହିତ ସାଧନ ହୋଇ ପାରିବ। ବ୍ୟୁରୋ ରିପୋର୍ଟ ରାୟଗଡ଼ – ସାମ୍ୱାଦିକ ମାନଙ୍କ ଏକତା ରହିଲେ ସେମାନଙ୍କ ଅଧିକାର ହାସଲ ସମ୍ଭବ ହେବ। ଖାଲି ସେତିକି ନୁହେଁ, ସମାଜ ଗଠନ ଓ ଦୁର୍ନୀତି କ୍ଷେତ୍ରରେ ସୁଧାର ଆସି…

error: Content is protected !!