ସରକାର କହିଲେ ୨୦୨୭ ସୁଦ୍ଧା ରାଜ୍ୟର ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକରେ ହେବ କମନ ଇକୋନୋମିକ୍ ଜୋନ୍। ଏ ବର୍ଷ ଯୁକ୍ତ ତିନି,ପିଜି ନାମଲେଖା ଶିଘ୍ର ହେବ, ଜୁଲାଇ ୧୦ରୁ ପାଠପଢ଼ା ଆରମ୍ଭ ହେବ। ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର…
ରାଜ୍ୟରେ ‘ଭାରତ ବନ୍ଦ’ ଡାକରାର ବିଶେଷ ପ୍ରଭାବ ପଡିଲା ନାହିଁ। ସାଧାରଣ ରହିଲା ଜନଜୀବନ। ରାଜ୍ୟରେ ଏଲ- ନିନୋ ସମ୍ଭାବନା। ପ୍ରବଳ ଗରମ ହେବାର ସମ୍ଭାବନା। ଓଟିଇଟି ପରୀକ୍ଷା ଫଳ ବାହାରିଲା।ପେପର୍-୧ରେ ୭୧.୧୬ ପ୍ରତିଶତ ଓ ପେପର୍-୨ରେ ୬୮.୦୬ ପ୍ରତିଶତ ପରୀକ୍ଷାର୍ଥୀ…
ଆଜିଠୁ ବଢ଼ିବ ରାତି ତାପମାତ୍ରା। କାଲି ଥିଲା ଜି. ଉଦୟଗିରି ୪.୮ ଡିଗ୍ରି, ସେମିଳିଗୁଡ଼ା ୭.୪, ଫୁଲବାଣୀ ୭.୮, ରାଉରକେଲା ୯.୬ ଡିଗ୍ରି। ରାଜ୍ୟରେ ୪,୧୧୨ କୋଟି ଟଙ୍କାର ୨୩ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ…
ରାଜ୍ୟକୁ ପୁଣି ଫେରିଛି ସାମାନ୍ୟ ଥଣ୍ଡା। କାଲିର ତାପମାତ୍ରା ଜି. ଉଦୟଗିରି ୩ ଡିଗ୍ରି, ସେମିଳିଗୁଡ଼ା ୬.୪, ଫୁଲବାଣୀ ୭.୫, ଝାରସୁଗୁଡ଼ା ୮.୯, ରାଉରକେଲା ୯.୧, ସୁନ୍ଦରଗଡ଼ ୧୦.୬ ଡିଗ୍ରି। ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ପାଇଁ ବିଭିନ୍ନ ବିଭାଗ,…
ରାଜ୍ୟରେ ଗରମରେ ଲାଗିଲା ବ୍ରେକ। କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ। ଯୁକ୍ତ ଦୁଇ ପରୀକ୍ଷା ପାଇଁ ପୁଲିସ୍ ସୁରକ୍ଷାରେ କେନ୍ଦ୍ରକୁ…
ମେଷ ରାଶି :- ଆଜି ଆପଣଙ୍କୁ ନିଜର ବୁଦ୍ଧିମତା, ସଠିକ୍ ବୁଝାମଣା ଏବଂ ଚତୁରତାକୁ ପରଖିବାର ସୁଯୋଗ ମିଳିବ। ସମାଜରେ କିଛି ଲୋକ ନିଜର ସୀମା ଲଙ୍ଘନ କରି ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି କିମ୍ବା ଆପଣଙ୍କ…
ରାଜ୍ୟର ଅନେକ ସ୍ଥାନରେ ହଠାତ ଥଣ୍ଡା ବଢିଗଲା। କନ୍ଧମାଳ ଜି. ଉଦୟଗିରିରେ ତାପମାତ୍ରା ୫.୬ ଡିଗ୍ରି। ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ଅର୍ଥନୈତିକ କରିଡର ହେବ ବୋଲି ସରକାରୀ ଘୋଷଣା। ପୁଣି ଖୋଲିବ ଓଡ଼ିଶା ଛାତ୍ରବୃତ୍ତି ପୋର୍ଟାଲ୍, ଫେବୃଆରୀ ୨୬…
୧- 👉 ୪ ସହରକୁ ନେଇ ନୂଆ ଇକୋନୋମିକ କରିଡର।ଭୁବନେଶ୍ବର,କଟକ,ପୁରୀ,ପାରାଦୀପକୁ ନେଇ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ଏହି ୪ଟି ଅଞ୍ଚଳକୁ ଏକ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରାଯିବ। ଏବେ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡ଼ିଶାର ଅର୍ଥନୀତିର…
‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ ହେଲା, ୨୦୧ ଯୋଡ଼ିଙ୍କ ସାମୂହିକ ବିବାହ ହେଲା। ସରକାରୀ ଚାକିରୀ ପାଇଁ କମ୍ପ୍ୟୁଟର ଯୋଗ୍ୟତା ବାଧ୍ୟତାମୂଳକ ହେଲା। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଆସନ୍ତା ୧୯ ତାରିଖରୁ ଆରମ୍ଭ…
ଚାରିଦିନ ପରେ ବଢିବ ତାପମାତ୍ରା। କାଲି ଜି.ଉଦୟଗିରି ୮.୨ଡିଗ୍ରୀ, ଦାରିଙ୍ଗବାଡ଼ି ୧୦.୫, ଭୁବନେଶ୍ବର ୧୫.୫ ଏବଂ କଟକ ୧୪.୪ ଡିଗ୍ରୀ। ଭୁବନେଶ୍ୱର ଧଉଳିରେ କାରାଭାନ୍ ଟୁରିଜିମ୍ ଲୋକାର୍ପିତ ହେଲା। ନିଜ ସ୍ବଚ୍ଛନ୍ଦରେ ପର୍ଯ୍ୟଟକମାନେ ଭ୍ରମଣ କରିବାର ମଜା ନେଇପାରିବେ। ଓଡିଶା ପୋଲିସ…