ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ। ଗ୍ରାହକଙ୍କୁ ଠକିବା ଅଭିଯୋଗରେ ୭୫ଟି ରାସନ ଡିଲରଙ୍କ ଲାଇସେନ୍ସ ବାତିଲ କରିଛନ୍ତି ସରକାର। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିକୁ ଡିଆଁ ମାରିଲେ। କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ତଦନ୍ତର ଶିକାର…
ଆସନ୍ତା କାଲିଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପଶ୍ଚିମ ଓଡିଶାରେ ୩୭-୪୦ ଡିଗ୍ରୀ ହେବ ତାପମାତ୍ରା। ରାଜ୍ୟରେ ପଞ୍ଚମ, ଅଷ୍ଟମ ବୋର୍ଡ ପରୀକ୍ଷା ଆରମ୍ଭ। ଫେଲ୍ ହେଲେ ଦେବାକୁ ପଡ଼ିବ…
ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ରାଜ୍ୟ ସରକାରଙ୍କ ଦ୍ଵାରା ୧ କୋଟି ୨ଲକ୍ଷ ୧୨ହଜାର ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କାର ଚତୁର୍ଥ କିସ୍ତି। ଆଜିଠାରୁ…
ରବି ଧାନ କିଣିବାକୁ ପଞ୍ଜୀକରଣ ଆରମ୍ଭ କରିବେ ସରକାର। ମାର୍ଚ୍ଚ ୧୦ରୁ ୨୦ ଯାଏଁ ପଞ୍ଜୀକରଣ। ଏ ପର୍ଯ୍ୟନ୍ତ ଖରିଫ ଧାନ କିଣା ପ୍ରକ୍ରିୟା ସରିନି। ଧାନ ଗଦା ହୋଇଛି, ଅନେକ ଟୋକନ ଲାପସ କଲାଣି, ଖାତାକୁ ଟଙ୍କା ଆସିନି। ଆଜି…
ଆସନ୍ତା କାଲି ପାଗ ମେଘୁଆ ରହିବ, ବିଜୁଳି ଓ ଘଡଘଡି ସହ ବର୍ଷାର ସମ୍ଭାବନା। ରାଜ୍ୟସଭା ନିର୍ବାଚନ ପାଇଁ ଜୋର ଧରିଲା ଛକାପଞ୍ଝା। ନିଜ ବିଧାୟକଙ୍କ ଗତିବିଧି ଉପରେ ଦଳର ନଜର। ରାଜ୍ୟରେ ଏପ୍ରିଲ ୧ ତାରିଖରୁ SIR ଆରମ୍ଭ ହେବ…
ଜଙ୍ଗଲ ନିଆଁ ଲାଗିବାରେ ଓଡ଼ିଶା ଦେଶରେ ପ୍ରଥମ। ୧,୫୦୧ଟି ସ୍ଥାନରେ ଜଙ୍ଗଲ ନିଆଁ, ବଡ଼ଧରଣର ନିଆଁ ୧୪୫। ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ସମସ୍ତ ୮ ଜଣ ଅଭିଯୁକ୍ତ ଜାମିନ ପାଇଗଲେ। ଧୀମେଇ ଗଲା ତଦନ୍ତ। ଭୁବନେଶ୍ୱରରେ ରୁକୁଣା ରଥ…
ରାଜ୍ୟରେ ତାପମାତ୍ରା ଉପରମୁହାଁ। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହେଲା ୩୮ ଡିଗ୍ରି। ପୁରୀ ଶ୍ରୀମନ୍ଦିରରେ ଅବ୍ୟବସ୍ଥା। ଦୋଳପୂର୍ଣ୍ଣିମା ପାଇଁ ପ୍ରବଳ ଭିଡ, ଦୋଳବେଦୀ ନିକଟରେ ଭକ୍ତଙ୍କ ଦଳାଚକଟା। ସିଆଇଏସଫ ଦ୍ୱାରା ମୁଣ୍ଡଳୀରେ ରେଜିଙ୍ଗ ଡେ ପରେଡ୍ ହେବ, ୫ କିଲୋମିଟର…
ଏ ବର୍ଷ ରାଜ୍ୟରେ ହେବ ଅଧିକ ଖରା। ମାର୍ଚ୍ଚରୁ ମେ’ ମାସ ଭିତରେ ୧୫ ଦିନ ଗ୍ରୀଷ୍ମପ୍ରବାହ। ଗରମ ଆହୁରି ବଢ଼ିବ ରାଜ୍ୟରେ ପ୍ରଦୂଷଣ ଏବଂ ଉଜ୍ଜ୍ବଳ ଲାଇଟ୍ ପ୍ରଭାବରେ ସହର ଓ ଆଖପାଖ ଅଞ୍ଚଳରେ ଆକାଶରେ ତାରା ଦେଖାଯାଉ ନାହାନ୍ତି।…
ରାଜ୍ୟରେ ବଢ଼ିବ ଖରା ପ୍ରକୋପ। ଆସନ୍ତା ଦୁଇଦିନରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ହେବ। ରାଜ୍ୟରେ ୨୦ ମାସରେ ୧୦୯ଟି ପ୍ରକଳ୍ପରେ ୧.୭୬ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ, କହିଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମ ଜିଲ୍ଲାର ଚିକିଟି ସୁନାପୁର ବାହୁଦା ମୁହାଣରେ…
ବିଜେଡି-ବିଜେପିରେ ଛକାପଞ୍ଝା। ରାଜ୍ୟସଭା ଉତ୍କଣ୍ଠା ବଢ଼ୁଛି, ବିଜେପି ୩ ଆସନ ହାତେଇବା ସମ୍ଭାବନା। ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଇକୋ ଟୁରିଜମ୍ ବିକାଶ ଲାଗି ଖର୍ଚ୍ଚ ହେବ ଦେଢ଼ କୋଟି। ମେ ମାସ ପନ୍ଦର ତାରିଖ ପୂର୍ବରୁ ପ୍ରକାଶ ପାଇବ ମାଟ୍ରିକ…