ଜୁଲାଇ ପାଞ୍ଚ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶନସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପାଇଁ ବୁଥ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟପରିସ୍କାରଓଡିଶା ନ୍ୟୁଜ ଆସନ୍ତା ଜୁଲାଇ ପାଞ୍ଚ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶନ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତିକ୍ରମେ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ଚିଠା ପ୍ରକାଶନ ନିମନ୍ତେ ବ୍ୟବସ୍ଥା କରିବା ସହ…

ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଜନ ସମ୍ମିଳନୀ–ଭିବି ଜି ରାମ ଜିର ଶୁଭାରମ୍ଭ

ବ୍ୟୁରୋ ରିପୋର୍ଟପରିସ୍କାରଓଡିଶା ନ୍ୟୁଜ ରାୟଗଡ଼ା, ଜୁଲାଇ ୨: ଆଜି ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନ ସମ୍ମିଳନୀ- ତଥା-ଭିବି ଜି ରାମ ଜିର ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ SDC ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର, SDC ଉପାଧ୍ୟକ୍ଷା…

ରାୟଗଡ଼ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପରିସ୍କାରଓଡିଶା ନ୍ୟୂଜ ବ୍ୟୁରୋ ରିପୋର୍ଟ ରାୟଗଡ଼, ୨୧ ଜୁନ: ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାୟଗଡ଼ ଜିଲ୍ଲାର ଆମ୍ବାଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍‌ରେ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ…

କୋଡିଙ୍ଗାମାଳି ବକ୍ସାଇଟ ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣି ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ ପରିସ୍କାରଓଡିଶା ନ୍ୟୁଜ ରାୟଗଡା ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍‌ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ ଖଣିର ବାର୍ଷିକ ଉତ୍ପାଦନ କ୍ଷମତାକୁ ୩.୬ ମିଲିୟନ ଟନରୁ ୬ ମିଲିୟନ ଟନକୁ ବୃଦ୍ଧି କରିବା ପ୍ରସ୍ତାବକୁ…

ରାୟଗଡ଼ ପୌରାଞ୍ଚଳରେ SIR ଫର୍ମ ପୂରଣ ଓ ଡିଜିଟାଇଜେସନ ପ୍ରକ୍ରିୟାର ସମୀକ୍ଷା କଲେ ଜିଲ୍ଲାପାଳ

ବ୍ୟୁରୋ ରିପୋର୍ଟ ପରିସ୍କାରଓଡ଼ିଶା ନ୍ୟୂଜ ରାୟଗଡ଼, ତା. ୧୮.୦୬.୨୦୨୬: ରାୟଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣୀ ଆଜି ୧୪୦-ରାୟଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାୟଗଡ଼ ପୌରାଞ୍ଚଳ ପରିଦର୍ଶନ କରି ଚାଲିଥିବା SIR ଫର୍ମ ପୂରଣ ଏବଂ…

ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟପରିସ୍କାରଓଡ଼ିଶା ନ୍ୟୂଜ ରାୟଗଡ଼ ତା ୧୮.୬.୨୦୨୬ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଗୁରୁବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ ଜିଳ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ ସ୍ୱତନ୍ତ୍ର…

ଖବର ଆଜିର, ୧୮ ଜୁନ, ଗୁରୁବାର

ଗରମ ଏବଂ ଗୁଳୁଗୁଳିରୁ ତ୍ରାହି ମିଳିବ। ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଆଜି ଖୋଲୁଛି। ରାଜ୍ୟ ସରକାର…

ରାଶିଫଳ, ୧୮ ଜୁନ୍, ଗୁରୁବାର

ମେଷଆଜି ଆପଣଙ୍କ ଜୀବନର କେନ୍ଦ୍ରବିନ୍ଦୁରେ ଆବେଗିକ ସୁରକ୍ଷା ଏବଂ ପାରିବାରିକ ସୁଖ ରହିବ। ଯଦି ଆପଣ ଶାନ୍ତ ମନୋଭାବ ବଜାୟ ରଖନ୍ତି ଏବଂ ହଠାତ୍ କ୍ରୋଧ ପ୍ରକାଶ କରିବାଠାରୁ ଦୂରେଇ ରୁହନ୍ତି, ତେବେ ଆପଣଙ୍କର ବୃତ୍ତିଗତ ପ୍ରଚେଷ୍ଟାରେ ନିରନ୍ତର ପ୍ରଗତି ଆପଣଙ୍କୁ…

ରାଶିଫଳ, ୧୭ ଜୁନ ବୁଧବାର

ମେଷଆଜିର ମହାଜାଗତିକ ସ୍ଥିତି ଆପଣଙ୍କ ଭିତରେ ଏକ ଗତିଶୀଳ ଶକ୍ତିର ସଞ୍ଚାର କରିବ ଯାହା ଆପଣଙ୍କୁ ବାକି ରହିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ପ୍ରେରିତ କରିବ। ଆର୍ଥିକ ସ୍ଥିତି ଉତ୍ସାହଜନକ ମନେହେଉଛି କାରଣ ଆୟର ଏକ ନୂତନ ମାର୍ଗ ଅପ୍ରତ୍ୟାଶିତ ଭାବରେ…

ଖବର ଆଜିର, ୧୭ ଜୁନ, ବୁଧବାର

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବାହ ଜାରି ରହିଛି। ଆଗାମୀ ୫ ଦିନ ଘଡ଼ଘଡ଼ି ବର୍ଷା, ୨୦ ତାରିଖ ଯାଏ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ। କୃଷକମାନଙ୍କୁ ସଠିକ୍ ସମୟରେ ବିହନ ଏବଂ ସାର ଯୋଗାଇବା ପାଇଁ ବିଭାଗକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ…

error: Content is protected !!