ବ୍ୟୁରୋ ରିପୋର୍ଟ ରାୟଗଡ଼ :-ତା.୯/୧୨- ରାୟଗଡ଼ ଜିଲ୍ଲାର ଗଣପର୍ବ ଚଇତି -୨୦୨୫ର ବିଭିନ୍ନ ଉପ ସମିତିର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି ଆଜି. ସମୀକ୍ଷା କରିଛନ୍ତି l ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟା ବେଳେ ବିଭିନ୍ନ…
ବ୍ୟୁରୋ ରିପୋର୍ଟ ରାୟଗଡ:-ତା. ୯/୧୨/୨୫- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରାୟଗଡା ତରଫରୁ ବିଜୁ କନ୍ୟା ରତ୍ନ ଯୋଜନା –ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଧୀନରେ ଝିଅମାନଙ୍କ ସଶକ୍ତିକରଣ ପାଇଁ ହକି ଓ ଫୁଟବଲ୍ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଗଲା।…
ବ୍ୟୁରୋ ripore ଦୁଇ ପୋଡା ଇଟା ଭାଟି ନଷ୍ଟ କଲା ଧରାକୋଟ ତହସିଲ…ଖଲ୍ଲିକୋଟ.. (ନି ପ୍ର)ଧରାକୋଟ ତହସିଲ ର ବାହାରପୁର ଓ ମହୁଲପଲ୍ଲୀ ଅଂଚଳ ର ଇଟା ଭାଟିରେ ବୁଲିଲା ବୁଲ ଡୋଜର l ତହସିଲ ପକ୍ଷରୁ ସପ୍ତାହ ତଳେ ଅଂଚରେ…
‘ଚଇତି-୨୦୨୫’ ମହୋତ୍ସବ : ଶୋଭାଯାତ୍ରା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତରାୟଗଡ଼ା, ତା ୦୯/୧୨/୨୦୨୫: ଆଗାମୀ ରାୟଗଡ଼ା ଜିଲ୍ଲା ମହୋତ୍ସବ ‘ଚଇତି-୨୦୨୫’ ପାଳନ ଉପଲକ୍ଷେ ଆଜି ରାୟଗଡ଼ା ପୌରପାଳିକା ସମ୍ମିଳନୀ କକ୍ଷରେ ଶୋଭାଯାତ୍ରା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…
ବ୍ୟୁରୋ ରିପୋର୍ଟ ମୁନିଗୁଡା:୮-୧୨ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁନିଗୁଡା ବ୍ଲକ ଅଧକ୍ଷା ଦୁଃଖିନୀ ନୁଣ୍ଡ୍ରୁକାଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜନାରେ ଅନୁଷ୍ଠିତ…
ବ୍ୟୁରୋ ରିପୋର୍ଟ କାର ଚାଳକ ଭାରସାମ୍ୟ ହରାଇ ସ୍କୁଟିକୁ ଦ୍ରୁତ ଗତିରେ ଧକ୍କା ଦେଇ ଦୋକାନ ଉପରକୁ ଚଢି ଗଲା ଜଣେ ଗୁରୁତର ଅବସ୍ଥାରେ ତା: ୬.୧୨.୨୫ ରିଖ ରାୟଗଡ଼ା ବ୍ଲକ କୋତାପେଟା ଗ୍ରାମ ପଞ୍ଚାୟତର 326 ଜାତୀୟ ରାଜପଥ ରେ…
ରାୟଗଡା, ତା ୦୬.୧୨.୨୦୨୫: ରାୟଗଡାରେ ଯୌତୁକ ଓ ସମ୍ବନ୍ଧିତ ହିଂସାକୁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଯୌତୁକ ନିଷେଧ ଆଇନ, ୧୯୬୧ ବିଷୟରେ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ସମାଜ ମଙ୍ଗଳ ଅଧିକାରୀ, ରାୟଗଡା ଶ୍ରୀମତୀ ମିନତି…
ବ୍ୟୁରୋ ରିପୋର୍ଟରାୟଗଡ଼ା, ତା ୦୬/୧୨/୨୦୨୫: ରାୟଗଡ଼ା ପୌରପାଳିକାର ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର (NAC) ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାୟଗଡ଼ା ଗସ୍ତ କରିଛନ୍ତି।ଚିକିଟି ଏନ.ଏ.ସି ର ଅଧ୍ୟକ୍ଷ ଶ୍ରୀମତୀ ଦୀପା…
ବ୍ୟୁରୋ ରିପୋର୍ଟ ନୂଆପଡା :୦୪.୧୨. ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅର୍ନ୍ତଗତ ବିରିଘାଟ ଗ୍ରାମ ରେ ଏକ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା। ଅଭିଶପ୍ତ ଜୀବନର ଦାରୁଣ୍ୟ କାହାଣୀ, ମାଁ ଙ୍କ ମୃତ୍ୟୁ ପରେ ଶବକୁ କାନ୍ଦ ମିଳୁନଥିବା ବେଳେ ମାନସିକ ଗସ୍ତ…
ବ୍ୟୁରୋ ରିପୋର୍ଟ:: ନୂଆପଡା ୦୪.୧୨.ନୂଆପଡା ଜିଲ୍ଲାରେ ଚଳିତ ରବି ୨୦୨୫-୨୬ ଋତୁ ପାଇଁ ଏକ ଜିଲ୍ଲାସ୍ତରୀୟ କୃଷିଭିତ୍ତିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ,…