ଖବର ଆଜିର, ୨ ଜୁନ, ମଙ୍ଗଳବାର

ରାଜ୍ୟର ଅନେକ ଜିଲ୍ଲାରେ ଆଜି କାଳବୈଶାଖୀ ହେବ। ଆଗାମୀ ୪ରୁ ୫ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଓଡ଼ିଶାର ୫ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୬ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ, ଛାତ୍ରଛାତ୍ରୀଙ୍କ ପାଇଁ ଫିଟ୍ କ୍ୟାମ୍ପସ…

ରାଶିଫଳ, ୨ ଜୁନ୍ ମଙ୍ଗଳବାର

ମେଷ ରାଶି (Aries) ଦିନର ଆରମ୍ଭରେ ମେଷ ରାଶିର ବ୍ୟକ୍ତିମାନେ ସକାରାତ୍ମକ ଶକ୍ତି ଏବଂ ଉତ୍ସାହର ସଞ୍ଚାର ଅନୁଭବ କରିପାରନ୍ତି। ଆପଣଙ୍କର ଧ୍ୟାନ ସ୍ଵାଭାବିକ ଭାବରେ କ୍ୟାରିୟରର ଉନ୍ନତି ଏବଂ ବାକି ରହିଥିବା ବୃତ୍ତିଗତ କାର୍ଯ୍ୟଗୁଡ଼ିକୁ ଶେଷ କରିବା ଦିଗରେ ରହିବ।…

ଉତ୍କଳ ଆଇନ ମହାବିଦ୍ୟାଳୟ ଓ ମସ୍କୋ ୟୁନିଭର୍ସିଟି ଅଫ୍ ରିସର୍ଚ୍ଚର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ସେମିନାର ଓ ଗ୍ରାଜୁଏଟ ଡେ’ ପାଳିତ

ବ୍ୟୁରୋ ରିପୋର୍ଟ ରାୟଗଡା ତା -01/06/2026 ଉତ୍କଳ ଆଇନ ମହାବିଦ୍ୟାଳୟ ଓ ମସ୍କୋ ୟୁନିଭର୍ସିଟି ଅଫ୍ ରିସର୍ଚ୍ଚର ମିଳିତ ସହଯୋଗରେ ରାୟଗଡାସ୍ଥିତ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲରେ “ଗ୍ରାଜୁଏଟ ଡେ’ ଓ ଆନ୍ତର୍ଜାତୀୟ ସେମିନାର” ଅନୁଷ୍ଠିତ ହୋଇଯାଇଛି। “କୃତ୍ରିମ ବୁଦ୍ଧିମତା, ନୈତିକତା, ମାନବ…

​ରାୟଗଡ଼ା ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି ରାୟଗଡ଼ା ଏସ୍.ପି. ଶ୍ରୀ ରାଜ ପ୍ରସାଦ(ଜିଲ୍ଲା ଆରକ୍ଷୀ ଅଧୀକ୍ଷକ)।

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ) ​ଆଜି ଏସ୍.ପି.ଶ୍ରୀ ରାଜ ପ୍ରସାଦ ହଠାତ୍ ରାୟଗଡ଼ା ଥାନା ପରିଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ବୁଝିଥିଲେ। ଜନସାଧାରଣଙ୍କ ସମସ୍ୟାର ସମାଧାନ…

ପେଟ୍ରୋଲ-ଡିଜେଲ ଦରବୃଦ୍ଧି ବିରୋଧରେ ବିଜେଡିର ବିକ୍ଷୋଭ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) “ଡବଲ ଇଞ୍ଜିନ ସରକାରରେ ଡବଲ ଦରବୃଦ୍ଧି” : ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ରାୟଗଡା, ତାରିଖ : ପେଟ୍ରୋଲ ଓ ଡିଜେଲର ଲଗାତାର ଅହେତୁକ ଦରବୃଦ୍ଧିକୁ ନେଇ ଆଜି ରାୟଗଡା ଜିଲ୍ଲା କପିଳାଶ ଛକଠାରେ ବିଜୁ ଯୁବ,…

ଖବର ଆଜିର, ୨୭ ମେ, ବୁଧବାର

ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି ଏବଂ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ବ୍ୟାପକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆଗୁଆ ମୌସୁମୀ ନେଇ ହୋଇଥିବା ପୂର୍ବାନୁମାନ ବଦଳିଛି ଏବଂ ଜୁନ୍ ୪ ସୁଦ୍ଧା ମୌସୁମୀ…

ରାଶିଫଳ, ୨୭ ମେ ବୁଧବାର

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ଆର୍ଥିକ ମାମଲାରେ ବେଶ୍ ଲାଭଦାୟକ ପ୍ରମାଣିତ ହେବ। ଦିନର ପ୍ରଥମ ଭାଗରେ କିଛି ମାନସିକ ଚାପ କିମ୍ବା ସଂଘର୍ଷର ପରିସ୍ଥିତି ସୃଷ୍ଟି ହୋଇପାରେ। କିନ୍ତୁ ଆପଣଙ୍କ କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ…

ଖବର ଆଜିର, ୨୬ ମେ, ମଙ୍ଗଳବାର

​ମୁଖ୍ୟମନ୍ତ୍ରୀ ମାଝୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିଭିନ୍ନ ପରାମର୍ଶ ନେଲେ। ପୁରୀଠାରେ ଆଗାମୀ ଦିନରେ ବ୍ରିକ୍ସ ରାଷ୍ଟ୍ର ସମୂହର ଏକ ୱାର୍କିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ହେଉଛି। ​ରାଜ୍ୟରେ ଚଳିତ ବର୍ଷ ଇଦୁଲ୍ ଜୁହା…

ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ: ରାୟଗଡ଼ର ଜିଲ୍ଲା ନୋଡାଲ ଅଧିକାରୀମାନେ ସାମିଲI

ବ୍ୟୁରୋ ରିପୋର୍ଟ :-ପରିସ୍କାରଓଡିଶା ନ୍ୟୁଜ ରାୟଗଡ଼, ୨୬/୦୫/୨୦୨୬: ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟା-୨୦୨୬କୁ ରାୟଗଡ଼ ଜିଲ୍ଲାରେ ଅଧିକ ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ…

ରାଶିଫଳ, ୨୫ ମେ ସୋମବାର

ମେଷଆଜି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଊର୍ଜାବାନ ଏବଂ ସକରାତ୍ମକ ଦିନ ହେବାକୁ ଯାଉଛି। କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଆଜି ଦ୍ରୁତ ଗତିରେ ସମ୍ପନ୍ନ ହେବ। ବ୍ୟବସାୟୀମାନଙ୍କୁ ଆଜି କୌଣସି ବଡ଼ ଚୁକ୍ତିକ୍ଷେତ୍ରରେ ସଫଳତା ମିଳିବାର ଦୃଢ଼…

error: Content is protected !!