ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ।

ବ୍ୟୁରୋ ରିପୋର୍ଟ ରାୟଗଡ଼, ୧୨ ଜୁନ: ରାଜ୍ୟ ସରକାରଙ୍କ ଐତିହାସିକ ଖାଦ୍ୟ ସୁରକ୍ଷା ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା (CMAY)’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ରାୟଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାର ଙ୍କ ମାନ୍ୟବର ବାଣିଜ୍ୟ,…

ଭୋଟର ଜାଗ୍ରତ ହୁଅନ୍ତୁ – ଜିଲ୍ଲାପାଳ ରାୟଗଡ଼,

ପରିସ୍କାରଓଡିଶା ନ୍ୟୂଜବ୍ୟୁରୋ ରିପୋର୍ଟ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ଭୋଟର ତାଲିକାର ସଘନ ସଂଶୋଧନ ଆରମ୍ଭ ହୋଇଛି । ଏହା ଚଳିତ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତି ଭୋଟରଙ୍କୁ ଘର ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରିବା…

ଗ୍ରାମ ଦେବୀଙ୍କ ଘଣ୍ଟ ପର୍ବରେ ଲାଗିଥିବା ବ୍ୟାନର ପୋଷ୍ଟରକୁ ନେଇ ବିବାଦ।

ବ୍ୟୁରୋ ରିପୋର୍ଟପରିସ୍କାରଓଡିଶା ନ୍ୟୂଜ ରାୟଗଡ଼ ସହରରେ ମେନ୍ ରୋଡ଼ରେ ଚାଲିଥିବା ମା ଗ୍ରାମ ଦେବୀଙ୍କ ଘଣ୍ଟପର୍ବରେ ବ୍ୟାନର ଓ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ଚଳିତ ମାସ ଜୁନ୍ ୦୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପର୍ବ ଚଳିତ ମାସ ୧୦…

ଜିଲ୍ଲାପାଳଙ୍କ ତ୍ୱରିତ ହସ୍ତକ୍ଷେପରେ କୁମ୍ବିକୋଟାର ପାନୀୟ ଜଳ ସମସ୍ୟାର ସମାଧାନ, ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ।

ବ୍ୟୁରୋ ରିପୋର୍ଟପରିସ୍କାରଓଡ଼ିଶା ନ୍ୟୂଜ ରାୟଗଡ଼, ୦୫/୦୬: ରାୟଗଡ଼ ସଦର ବ୍ଲକ ଅନ୍ତର୍ଗତ କୁମ୍ବିକୋଟା ଗ୍ରାମରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟାର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ସମାଧାନ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ପ୍ରଶାସନିକ ଅଧିକାରୀମାନେ…

ୟାଲା ଭେଣକେଟେଶ୍ୱର ରାଓ ଉରୁଫ କୋଣ୍ଡାବାବୁ ହେଲେ ଟ୍ରକ ମାଲିକ ସଂଘର ସଭାପତି

ଟ୍ରକ ମାଲିକ ସଂଘ ନିର୍ବାଚନ ପରେ ରାୟଗଡା ରାଜନୀତିରେ ବଢ଼ିଲା ଚର୍ଚ୍ଚା ବ୍ୟୁରୋ ରିପୋର୍ଟ ରାୟଗଡା -03/06/26 ଦୀର୍ଘ ବହୁ ଦଶନ୍ଧି ପରେ ରାୟଗଡା ଟ୍ରକ ମାଲିକ ସଂଘର ରାୟଗଡା କପିଳାସ ରୋଡ଼ ସ୍ଥିତ ନ୍ୟୁ କଲୋନୀ ଅଫିସ ଆନୁକୂଲ୍ୟରେ ବିଭିନ୍ନ…

ଖବର ଆଜିର, ୨ ଜୁନ, ମଙ୍ଗଳବାର

ରାଜ୍ୟର ଅନେକ ଜିଲ୍ଲାରେ ଆଜି କାଳବୈଶାଖୀ ହେବ। ଆଗାମୀ ୪ରୁ ୫ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଓଡ଼ିଶାର ୫ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୬ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ, ଛାତ୍ରଛାତ୍ରୀଙ୍କ ପାଇଁ ଫିଟ୍ କ୍ୟାମ୍ପସ…

ଉତ୍କଳ ଆଇନ ମହାବିଦ୍ୟାଳୟ ଓ ମସ୍କୋ ୟୁନିଭର୍ସିଟି ଅଫ୍ ରିସର୍ଚ୍ଚର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ସେମିନାର ଓ ଗ୍ରାଜୁଏଟ ଡେ’ ପାଳିତ

ବ୍ୟୁରୋ ରିପୋର୍ଟ ରାୟଗଡା ତା -01/06/2026 ଉତ୍କଳ ଆଇନ ମହାବିଦ୍ୟାଳୟ ଓ ମସ୍କୋ ୟୁନିଭର୍ସିଟି ଅଫ୍ ରିସର୍ଚ୍ଚର ମିଳିତ ସହଯୋଗରେ ରାୟଗଡାସ୍ଥିତ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲରେ “ଗ୍ରାଜୁଏଟ ଡେ’ ଓ ଆନ୍ତର୍ଜାତୀୟ ସେମିନାର” ଅନୁଷ୍ଠିତ ହୋଇଯାଇଛି। “କୃତ୍ରିମ ବୁଦ୍ଧିମତା, ନୈତିକତା, ମାନବ…

​ରାୟଗଡ଼ା ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି ରାୟଗଡ଼ା ଏସ୍.ପି. ଶ୍ରୀ ରାଜ ପ୍ରସାଦ(ଜିଲ୍ଲା ଆରକ୍ଷୀ ଅଧୀକ୍ଷକ)।

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ) ​ଆଜି ଏସ୍.ପି.ଶ୍ରୀ ରାଜ ପ୍ରସାଦ ହଠାତ୍ ରାୟଗଡ଼ା ଥାନା ପରିଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ବୁଝିଥିଲେ। ଜନସାଧାରଣଙ୍କ ସମସ୍ୟାର ସମାଧାନ…

ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ: ରାୟଗଡ଼ର ଜିଲ୍ଲା ନୋଡାଲ ଅଧିକାରୀମାନେ ସାମିଲI

ବ୍ୟୁରୋ ରିପୋର୍ଟ :-ପରିସ୍କାରଓଡିଶା ନ୍ୟୁଜ ରାୟଗଡ଼, ୨୬/୦୫/୨୦୨୬: ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟା-୨୦୨୬କୁ ରାୟଗଡ଼ ଜିଲ୍ଲାରେ ଅଧିକ ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ରାୟଗଡା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଘୋଷଣା କରି ବାଃ ବାଃ ନେଉଥିବାବେଳେ – କଂଗ୍ରେସର ୩ ବିଧାୟକଙ୍କ ରଣନୀତି ସମ୍ପୂର୍ଣ ଫେଲ |

ବ୍ୟୁରୋ ରିପୋର୍ଟ {ପରିସ୍କାର ଓଡିଶା ନ୍ୟୂଜ ରାୟଗଡା : ମେ ୧ ତାରିଖ ୨୦୨୬ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଦୁହେଁ ରାୟଗଡା ଜିଲ୍ଲା ଗସ୍ତରେ ସଦର ମହକୁମାଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମରେ ରାୟଗଡା…

error: Content is protected !!