ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ। ସପ୍ତାହେ କଟକଣା ପରେ ସମସ୍ତେ ଭୁଲିଗଲେ। ଭୁବନେଶ୍ୱରରେ ବାୟୁରେ ‘ଓଜୋନ୍’ ଗ୍ୟାସ୍। ରାଜ୍ୟର ବ୍ଳକ୍ ଗ୍ରାଣ୍ଟ ଶିକ୍ଷକଙ୍କୁ ୧୯୯୪ ଆଇନ ଅନୁଯାୟୀ ଦରମା ପ୍ରଦାନ ନେଇ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ। ପଞ୍ଚାୟତ ନିର୍ବାଚନ…
ରାଜ୍ୟରେ ଶୀତର ପ୍ରକୋପ କମିଛି। ତିନିଦିନ ପରେ ତାପମାତ୍ରା ବଢିବ ରାଜ୍ୟସଭା ରାଜନୀତିରେ ଚତୁର୍ଥ ଆସନ ପ୍ରାର୍ଥୀ ଚୟନକୁ ନେଇ ଉଭୟ ବିଜେପି, ବିଜେଡିରେ ଛକାପଞ୍ଝା। ଘୋଡାବେପାରର ଇଙ୍ଗିତ ଦେଲେ ପୃଥ୍ୱୀରାଜ। ଫେବୃଆରୀ ୧୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ…
ରାଜ୍ୟରେ ପାନ ମସଲା, ଗୁଟଖା, ଖଇନି ବନ୍ଦ କଲେ ରାଜ୍ୟ ସରକାର। ପୁଣି ଗାଡି ଉପରେ ସରକାରୀ କଟକଣା। ବର୍ଷକରେ ୫ଥର ନିୟମ ଭାଙ୍ଗିଲେ ଗାଡ଼ିର ରେଜିଷ୍ଟ୍ରେସନ ରଦ୍ଦ ହେବ। ସରକାର କହିଲେ, ଡିଜେଲ ଚାଳିତ ‘ଆମ ବସ୍’ ବନ୍ଦ କରିଦେବେ।…
ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା ଶୀତ ଆଉ ୪/୫ ଦିନ ଜାରି ରହିବ। ରାଜ୍ୟ ସରକାରଙ୍କ ୮ ଶହ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃ ନିଯୁକ୍ତି ଦେବେ। ସେମାନେ ସ୍ପେଶାଲ ପୁଲିସ ଅଫିସର ହେବେ। ଶିଳ୍ପ ମହାଶକ୍ତି ହେବ ଓଡ଼ିଶା, ୧.୬୭ ଲକ୍ଷ…
ରାଜ୍ୟର ଶୀତ କମିବା ପ୍ରକ୍ରିୟା ଆରମ୍ଭ। ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରି ୩.୨ ଡିଗ୍ରି, ସେମିଳିଗୁଡ଼ା ୫.୭, ଫୁଲବାଣୀ ୬.୮, ରାଉରକେଲା ୭.୫, ଝାରସୁଗୁଡ଼ା ୮.୪, ନବରଙ୍ଗପୁର ୯ ଓ ଭବାନୀପାଟଣା ୯.୫ ଡିଗ୍ରି। ରାଜ୍ୟରେ ସରକାର ଆଣିବେ ନୂଆ ଓଡିଶା…
ଆଜିଠାରୁ ଶୀତ କମିବ। ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ। ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’। ଖୋଲିବ ଆଧୁନିକ ରୋଷେଇ ଗୃହ। ଆସନ୍ତା ୨୨ତାରିଖରେ ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିବେ ସରକାର। ଆହୁରି ୧ ଲକ୍ଷ ୭୮ ହଜାର ୩୯୮…
ରାଜ୍ୟରେ ପଶ୍ଚିମଝଡ଼ ପ୍ରଭାବରେ କାଲିଠାରୁ ରାତି ତାପମାତ୍ରା ବଢ଼ିବ ଏବଂ ଶୀତର ପ୍ରକୋପ କମିବ। ପୁଣି ନୂଆ ସ୍ୱପ୍ନ। ୨୭ ଟି କଂପାନୀ ସହ ବୁଝାମଣା। କଲିକତାରୁ ଲକ୍ଷେ କୋଟି ଆସିବ, ନବେ ହଜାର ଚାକିରୀ ମିଳିବ। ଆଜି ଚିଲିକାରେ ପକ୍ଷୀ…