ଖବର ଆଜିର, ୩ ଫେବ୍ରୁଆରୀ, ମଙ୍ଗଳବାର

ରାଜ୍ୟର ୪୬ ହଜାରରୁ ଉର୍ଦ୍ଧ୍ଵ ସିଆରପି କର୍ମୀଙ୍କୁ ସ୍ମାର୍ଟ ଫୋନ, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ଏବଂ ପରିଚୟ ପତ୍ର ମିଳିବ। ରାଜ୍ୟରେ ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ସୀମା ପୁନଃ ନିର୍ଦ୍ଧାରଣ ପାଇଁ…

ଖବର ଆଜିର, ୨ ଫେବ୍ରୁଆରୀ, ସୋମବାର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ପହଞ୍ଚିବେ। ମହିଳା ରଗ୍‌ବି ଲିଗ୍‌ର ପ୍ରଥମ ସଂସ୍କରଣରେ ଓଡ଼ିଶା ଝିଅଙ୍କ ବିରଳ ରେକର୍ଡ, ଗୋଟିଏ ଦିନରେ ୫ ସ୍ବର୍ଣ୍ଣ। ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ…

ଖବର ଆଜିର, ୨ ଫେବ୍ରୁଆରୀ, ସୋମବାର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ପହଞ୍ଚିବେ। ମହିଳା ରଗ୍‌ବି ଲିଗ୍‌ର ପ୍ରଥମ ସଂସ୍କରଣରେ ଓଡ଼ିଶା ଝିଅଙ୍କ ବିରଳ ରେକର୍ଡ, ଗୋଟିଏ ଦିନରେ ୫ ସ୍ବର୍ଣ୍ଣ। ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ…

ଖବର ଆଜିର, ୧ ଫେବ୍ରୁଆରୀ, ରବିବାର

ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ, ପଦୋନ୍ନତି ସୁବିଧା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ। ଭୁବନେଶ୍ୱରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ବାର ମହାଶିବରାତ୍ରୀରେ ଭୋର ୩ଟାରୁ ଖୋଲିବ। ରାଜ୍ୟରେ ଯୁକ୍ତ ୨ ଛାତ୍ରଛାତ୍ରୀ ଏବେ ଓଡ଼ିଆରେ ବିଜ୍ଞାନ ବହି ପଢିବେ। ଯୁକ୍ତ ଦୁଇ…

ଖବର ଆଜିର, ୩୧ ଜାନୁଆରୀ, ଶନିବାର

ରାଜ୍ୟରେ ଶୀତ କମିଲେ ବି ଆସନ୍ତା ୩ ତାରିଖ ଯାଏ ଘନ କୁହୁଡ଼ି ରହିବ। ଆସନ୍ତା ୧୭ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଜଳବାୟୁ ସ୍ଥିରତା ବୃଦ୍ଧି ପାଇଁ ଓଡ଼ିଶା ପକ୍ଷରୁ କୃଷି କ୍ଷେତ୍ରରେ ମରୁଡ଼ି ପ୍ରଶମନ…

ଖବର ଆଜିର, ୩୦ ଜାନୁଆରୀ, ଶୁକ୍ରବାର

ରାଜ୍ୟରେ ବଢୁଛି ଦିନ ତାପମାତ୍ରା, କିନ୍ତୁ ରାତିରେ ଥଣ୍ଡା ରହୁଛି। ଯୁକ୍ତ ୨ ପରୀକ୍ଷାରେ ବିଭ୍ରାଟ ରୋକିବାକୁ ପରିଷଦର ଉଦ୍ୟମ। ପ୍ରତି କେନ୍ଦ୍ରକୁ ପ୍ରଶ୍ନପତ୍ର ତଥ୍ୟ ମାଗିଲେ। ପଲ୍ୟୁସନ ସାର୍ଟିଫିକେଟ ଥିଲେ ଛାଡ଼ ହେବ ପୂର୍ବ ଜରିମାନା। ପ୍ରଦୂଷଣ ଜରିମାନାକୁ ଛାଡ଼…

ଖବର ଆଜିର, ୨୯ ଜାନୁଆରୀ, ଗୁରୁବାର

ବଢିବ ଗରମ। କାଲିର ତାପମାତ୍ରା ଜି ଉଦୟଗିରି ୬.୬ ଡିଗ୍ରି, ସେମିଳିଗୁଡ଼ା ୮.୭, ଫୁଲବାଣୀ ୯.୫, ଚିପିଲିମା ୧୦.୧ ଡିଗ୍ରି। ରାଜ୍ୟରେ ନିବେଶ ହେବ ୫୨,୦୨୬ କୋଟି। ୨୨ ଏମ୍‌ଓୟୁ ସ୍ବାକ୍ଷରିତ, ୨୦ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମାଝୀ। ରାଜ୍ୟରେ…

ଖବର ଆଜିର, ୨୮ ଜାନୁଆରୀ, ବୁଧବାର

ରାଜ୍ୟରେ ଉପକୂଳ ଓ ପଶ୍ଚିମରେ ଶୀତ କମୁଛି, କିନ୍ତୁ ଆଭ୍ୟନ୍ତରର କିଛି ସ୍ଥାନରେ ଥଣ୍ଡା ଏବେ ବି ରହିଛି। ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ବି ଗାଡ଼ିରେ ତେଲ ପକାଇହେବ। ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଆବେଦନ ଖାରଜ। ଆଜି ପଠାଣିସମାନ୍ତ ମେଧାବୃତ୍ତି ପରୀକ୍ଷା…

ଖବର ଆଜିର, ୨୬ ଜାନୁଆରୀ, ସୋମବାର

ରାଜ୍ୟରେ ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଲା। ସୀମାଞ୍ଚଳ ପାତ୍ର, ଚରଣ ହେମ୍ବ୍ରମ୍‌, ଶରତ ପାତ୍ର ଏବଂ ମହେନ୍ଦ୍ର ମିଶ୍ର। ପୋଲିସ ସେବା ପଦକ…

ଖବର ଆଜିର, ୨୫ ଜାନୁଆରୀ, ରବିବାର

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ। ସପ୍ତାହେ କଟକଣା ପରେ ସମସ୍ତେ ଭୁଲିଗଲେ। ଭୁବନେଶ୍ୱରରେ ବାୟୁରେ ‘ଓଜୋନ୍‌’ ଗ୍ୟାସ୍‌। ରାଜ୍ୟର ବ୍ଳକ୍ ଗ୍ରାଣ୍ଟ ଶିକ୍ଷକଙ୍କୁ ୧୯୯୪ ଆଇନ ଅନୁଯାୟୀ ଦରମା ପ୍ରଦାନ ନେଇ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ। ପଞ୍ଚାୟତ ନିର୍ବାଚନ…

error: Content is protected !!