ଖବର ଆଜିର, ୨ ଜାନୁଆରୀ, ଶୁକ୍ରବାର

ଆସନ୍ତା ଜାନୁଆରୀ ୬ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି ହେବ। ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳକୁ ସତର୍କତା ଜାରି। ରାଜ୍ୟରେ ଆଜିଠାରୁ ଯୁକ୍ତ…

ଖବର ଆଜିର, ୧ ଜାନୁଆରୀ, ଗୁରୁବାର

ରାଜ୍ୟରେ ଶୀତ ସ୍ୱାଭାବିକ। କାଲିର ତାପମାତ୍ରା, ଜି.ଉଦୟଗିରି ୫.୨ ଡିଗ୍ରି, ଝାରସୁଗୁଡ଼ା ୬.୩, ଦାରିଙ୍ଗବାଡ଼ି ୭, ସେମିଳିଗୁଡ଼ା ଓ ରାଉରକେଲା ୭.୧, ନବରଙ୍ଗପୁର ୭.୮, ସୁନ୍ଦରଗଡ଼ ୮.୨, କୋରାପୁଟ ୮.୩, କେନ୍ଦୁଝର ୮.୮ ଡିଗ୍ରି। ଶ୍ରୀମନ୍ଦିର ଇଂରାଜୀ ନବବର୍ଷ କ୍ୟାଲେଣ୍ଡରରେ ଶ୍ରୀଜଗନ୍ନାଥଙ୍କ…

╔━━━━🔅━━━━━━━━🔅━━╗║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୩୧/୧୨/୨୦୨୫,ବୁଧବାର🌼 ║╚━━━━🔅━━━━━━━━ 🔅━━╝

୧- 👉 ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ। ଲୋକସେବା ଭବନରେ ମନୋଜ ଆହୁଜାଙ୍କଠାରୁ ନେବେ ଦାୟିତ୍ଵ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର…

ପ୍ରକୃତିର ସମ୍ଭାରକୁ ସାଇତିଛି ଚଇତି lଲୋକ ନୃତ୍ୟ ଓ ଗୀତର ହାର ପାଲଟିଲା ଚତୁର୍ଥ ରଜନୀ l

ବ୍ୟୁରୋ ରିପୋର୍ଟ: ନାଗାବଳୀ, ବଂଶଧାରା, ଝଂଜାବତି ନଦୀ ଓ ଦେବଗିରି, ନିୟମଗିରି, ପାଇକପଡା, ଚାଟିକଣା, ଖୀନଖୀନା ପାହାଡ଼ର ମହାଦେବଙ୍କ ସମେତ ଶ୍ରଦ୍ଧା ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମା ମଝିଘରିଆଣି ଓ ରାୟଗଡ଼ ମଧ୍ୟଭାଗରେ ଥିବା ମା ଦକ୍ଷିଣକାଳୀଙ୍କ ଅପାର କୃପା…

ଖବର ଆଜିର, ୨୯ ଡିସେମ୍ବର, ସୋମବାର

ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଜି ଉଦୟଗିରି, ୩.୫ ଡିଗ୍ରି। କାଲି ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ କୁହୁଡ଼ି ହେବ। ରାଜ୍ୟରେ କଳାକାର ସହୟତା ଯୋଜନାରେ ମାସିକ ଭତ୍ତା ତିନିହଜାର ଟଙ୍କାକୁ…

ମନୋହର ଉନ୍ମାଦର ଲହରୀରେ ଝୁମିଲା ଚଇତି ତୃତୀୟ ରଜନୀ,ସଂସ୍କୃତି ଓ ପରମ୍ପରା ହେଉଛି ଆଦିବାସୀଙ୍କ ଅସ୍ମିତା : ମନ୍ତ୍ରୀ ବିଭୁତି ଜେନା l

ବ୍ୟୁରୋ ରିପୋର୍ଟ ଶୀତୁଆ ସନ୍ଧ୍ୟା ସହିତ ନୃତ୍ୟ ଓ ସଂଗୀତ ଲହରୀର ଓଢଣୀ ସତେ ଯେମିତି ନୂତନ ବଧୂ ସଜ ହୋଇ ବସିଥିବା ଭଳି କବିର ମନକୁ ଆଲୋଡିତ କରୁଛି ରାୟଗଡା ଚଇତି l ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ…

ମଞ୍ଚକୁ ରୋମାଂଚିତ କରିଛି ଚଇତି ଦ୍ବିତୀୟ ରଜନୀ,ବିକାଶର ଆତ୍ମା ହେଉଛି ସଂସ୍କୃତି ଓ ପରମ୍ପରା : ସାଂସଦ ସୁଜିତ କୁମାର

ବ୍ୟୁରୋ ରିପୋର୍ଟ ରାୟଗଡା ଚଇତି ମଞ୍ଚ ଆବାଳ ବୃଦ୍ଧା ବନିତା ସମସ୍ତଙ୍କୁ ରୋମାଂଚିତ କରିଛି l ଜିଲ୍ଲାବାସୀଙ୍କ ଗଣପର୍ବ ପାଲଟିଥିବା ଚଇତି ଧୀରେ ଧୀରେ ଲୋକଙ୍କ ଜନମାନସରେ ନିଜର ଛବି ଆଙ୍କିଦେଇଛି l ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ…

*🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୭/୧୨/୨୦୨୫,ଶନିବାର🌼 ║╚━━━━🔅━━━━━━━━ 🔅━━╝

୧- 👉 ଆଜି ଡିସେମ୍ବର ୨୭ ତାରିଖ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରଥମଥର ପାଇଁ ଜାତୀୟ କଂଗ୍ରେସର ସଭାରେ ଭାରତର ଜାତୀୟ ସଂଗୀତ ‘ଜନଗଣମନ’କୁ ଗାନ କରାଯାଇଥିଲା। ୧୯୧୧ ମସିହା କଲିକତା ସମ୍ମିଳନୀରେ ଏହି ସଙ୍ଗୀତ ଭାରତ ମାତା…

ଖବର ଆଜିରତାରିଖ:୨୭/୧୨/୨୫, ଶନିବାର

ବ୍ୟୁରୋ ରିପୋର୍ଟ ୧-ମାଡ଼ି ଆସିଲାଣି ବାଘୁଆ ଶୀତ,କାନ୍ଥ,ଚଟାଣ ସବୁ କାଲୁଆ,ଟାଙ୍କି ଓ ପୋଖରୀ ପାଣି ଯେମିତି ବରଫ, ନୂଆ ବର୍ଷରୁ ଆହୁରି ଅସହ୍ୟ ହେବ ଶୀତ। ୨-ଜାନୁୟାରୀ ୨୧ରେ ଓଏସଏସଟିଇଟି-୨୦୨୫ ପରୀକ୍ଷା।ଗୋଟିଏ ସିଟିଂରେ ପେପର-୧ ଏବଂ ୨ୟ ସିଟିଂରେ ପେପର-୨ ପରୀକ୍ଷା…

ଖବର ଆଜିର, ୨୭ ଡିସେମ୍ବର, ଶନିବାର

ଆସନ୍ତା ୪ ଦିନ ରାଜ୍ୟରେ ଏମିତି ଥଣ୍ଡା ରହିବ। କାଲିର ତାପମାତ୍ରା କୋରାପୁଟ ୪.୮ ଡିଗ୍ରି, ଦାରିଙ୍ଗବାଡି ୬.୫, ଝାରସୁଗୁଡ଼ା ୭.୨, ଜି ଉଦୟଗିରି ୭.୮, ରାଉରକେଲା ୮, ନବରଙ୍ଗପୁର ୮.୫, ସୁନ୍ଦରଗଡ଼ ୯, ଭବାନୀପାଟଣା ୯.୮ ଡିଗ୍ରି ସ୍କୁଲ ପିଲାଙ୍କ…

error: Content is protected !!