ଖବର ଆଜିର, ୨୫ ଜାନୁଆରୀ, ରବିବାର

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ। ସପ୍ତାହେ କଟକଣା ପରେ ସମସ୍ତେ ଭୁଲିଗଲେ। ଭୁବନେଶ୍ୱରରେ ବାୟୁରେ ‘ଓଜୋନ୍‌’ ଗ୍ୟାସ୍‌। ରାଜ୍ୟର ବ୍ଳକ୍ ଗ୍ରାଣ୍ଟ ଶିକ୍ଷକଙ୍କୁ ୧୯୯୪ ଆଇନ ଅନୁଯାୟୀ ଦରମା ପ୍ରଦାନ ନେଇ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ। ପଞ୍ଚାୟତ ନିର୍ବାଚନ…

ମଣ୍ଡାଙ୍ଗୀ ପରିବାରବର୍ଗଙ୍କ ଦୁଃଖ ସରୁନାହିଁ |

ବହୁ ଚର୍ଚ୍ଚିତ ଭାଗିରଥି ମଣ୍ଡାଙ୍ଗୀଙ୍କ ହତ୍ୟାକାଣ୍ଡ ମାମଲା, ହାଇକୋର୍ଟଙ୍କ ରାୟ-ଭାସ୍କର ରାଓ ଓ ଅନ୍ୟାନ୍ୟଙ୍କୁ ରାୟଗଡା ଏସ ଡି ଯେ ଏମ କୋର୍ଟରେ ହାଜର ହେବାକୁ କଡା ନିର୍ଧେଶନାମା | ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ): ଭାଗିରଥିଙ୍କ ପରିବାର ସ୍ବର୍ଗୀୟ ଭାଗିରଥିଙ୍କ…

ପରିବେଶ ସୁରକ୍ଷା ନିମନ୍ତେ ଦୀର୍ଘସ୍ଥାୟୀ ଜୀବନ ଶୈଳୀ ସମ୍ପର୍କିତ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ)ରାୟଗଡ଼ା ରାୟଗଡ଼ା ବ୍ଳକ ତରଫରୁ ପରିବେଶ ସୁରକ୍ଷା ନିମନ୍ତେ ଦୀର୍ଘସ୍ଥାୟୀ ଜୀବନଶୈଳୀ ନିମନ୍ତେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ ବ୍ଳକ ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା. ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ,…

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ସ୍ଥିତ ଜିଆଇଇଟିରେ ବିକଶିତ ଭାରତ୨୦୪୭ ଆଲୋଚନାଚକ୍ର ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ସ୍ଥିତ ଜିଆଇଇଟିରେ ବିକଶିତ ଭାରତ ୨୦୪୭ ନିର୍ମାଣରେ ଉଚ୍ଚଶିକ୍ଷାର ଭୂମିକା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଲୋକସଭା ସଂସଦର ଯୁଗ୍ମ ସଚିବ ଶ୍ରୀ ତୀର୍ଥଙ୍କର ଦାସ…

ଖବର ଆଜିର, ୨୪ ଜାନୁଆରୀ, ଶନିବାର

ରାଜ୍ୟରେ ଶୀତର ପ୍ରକୋପ କମିଛି। ତିନିଦିନ ପରେ ତାପମାତ୍ରା ବଢିବ ରାଜ୍ୟସଭା ରାଜନୀତିରେ ଚତୁର୍ଥ ଆସନ ପ୍ରାର୍ଥୀ ଚୟନକୁ ନେଇ ଉଭୟ ବିଜେପି, ବିଜେଡିରେ ଛକାପଞ୍ଝା। ଘୋଡାବେପାରର ଇଙ୍ଗିତ ଦେଲେ ପୃଥ୍ୱୀରାଜ। ଫେବୃଆରୀ ୧୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ…

ରାଶିଫଳ ଆଜି, ୨୪ ଜାନୁଆରୀ, ଶନିବାର

ମେଷ ରାଶିଆଜି ଆପଣଙ୍କୁ ପଇସା କମାଇବା ପାଇଁ କୌଣସି ସହଜ ମାର୍ଗ ଆପଣାଇବା ଉଚିତ୍ ନୁହେଁ। ଯଦି ଆପଣ ସର୍ଟ କର୍ଟ ନିଅନ୍ତି, ତେବେ ଭବିଷ୍ୟତରେ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆଜି ଆପଣ ନିଜର ସବୁ ଅସମ୍ପୂର୍ଣ୍ଣ କାମକୁ…

ଜିଲ୍ଲାସ୍ତରୀୟ ସଂସଦ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ରାୟଗଡ଼, ୨୩/୦୧: ରାୟଗଡ଼ା ଜିଲ୍ଲାରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲ୍ଲାସ୍ତରୀୟ ସଂସଦ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ଆଜି ଶ୍ରୀ ସପ୍ତଗିରି ଉଲ୍ଲକା, ମାନ୍ୟବର ସାଂସଦଙ୍କ ଅଧ୍ୟକ୍ଷତରେ ସ୍ଥାନୀୟ ଜିଲ୍ଳା ପରିଷଦ…

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡ଼: ତା.୨୩/୦୧: ରାୟଗଡ଼ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟିର ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।…

ରେଳ ଫାଟକରେ ଅଘଟଣ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ ) -ରାୟଗଡ଼ା ସଦର ପିତାମହଲ ଠାରେ ରହିଥିବା ରେଳ ଫାଟକ ନିକଟରେ ଏକ ଅଘଟଣ ଘଟିଛି। ସିରିଗୁଡ଼ା ବାଇପାସ ରୁ ପିତାମହଲ ଅଭିମୁଖେ ଆସୁଥିବା ବେଳେ ପିତାମହଲ ଠାରେ ରହିଥିବା ରେଳ ଫାଟକ ନିକଟରେ ରହିଥିବା…

ରାଶିଫଳ ଆଜି, ୨୩ ଜାନୁଆରୀ, ଶୁକ୍ରବାର

ମେଷ ରାଶିଆଜି ଆପଣ ନିଜର ଚମତ୍କାର ବ୍ୟବହାର ଓ ତୀକ୍ଷ୍ଣ ବୁଦ୍ଧି ପ୍ରୟୋଗ କରି କର୍ମକ୍ଷେତ୍ରରେ ଆଶାଠାରୁ ଅଧିକ ଭଲ ଲାଭ ପ୍ରାପ୍ତ କରିବେ। ଆପଣଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଏତେ ଅଧିକ ରହିବ ଯେ ଶତ୍ରୁମାନେ ଆପଣଙ୍କ ସମ୍ମୁଖରେ ପରାସ୍ତ ହେବେ…

error: Content is protected !!