ରାଶିଫଳ ଆଜି, ୯ ଫେବୃଆରୀ, ସୋମବାର

ମେଷ ରାଶି :- ଆଜି ଆପଣଙ୍କୁ ନିଜର ବୁଦ୍ଧିମତା, ସଠିକ୍ ବୁଝାମଣା ଏବଂ ଚତୁରତାକୁ ପରଖିବାର ସୁଯୋଗ ମିଳିବ। ସମାଜରେ କିଛି ଲୋକ ନିଜର ସୀମା ଲଙ୍ଘନ କରି ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି କିମ୍ବା ଆପଣଙ୍କ…

ଖବର ଆଜିର, ୮ ଫେବ୍ରୁଆରୀ, ରବିବାର

ରାଜ୍ୟର ଅନେକ ସ୍ଥାନରେ ହଠାତ ଥଣ୍ଡା ବଢିଗଲା। କନ୍ଧମାଳ ଜି. ଉଦୟଗିରିରେ ତାପମାତ୍ରା ୫.୬ ଡିଗ୍ରି। ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ଅର୍ଥନୈତିକ କରିଡର ହେବ ବୋଲି ସରକାରୀ ଘୋଷଣା। ପୁଣି ଖୋଲିବ ଓଡ଼ିଶା ଛାତ୍ରବୃତ୍ତି ପୋର୍ଟାଲ୍, ଫେବୃଆରୀ ୨୬…

*🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୦୮/୦୨/୨୦୨୬,ରବିବାର🌼 ║╚━━━━🔅━━━━━━━━ 🔅━━╝

୧- 👉 ୪ ସହରକୁ ନେଇ ନୂଆ ଇକୋନୋମିକ କରିଡର।ଭୁବନେଶ୍ବର,କଟକ,ପୁରୀ,ପାରାଦୀପକୁ ନେଇ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ଏହି ୪ଟି ଅଞ୍ଚଳକୁ ଏକ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରାଯିବ। ଏବେ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡ଼ିଶାର ଅର୍ଥନୀତିର…

ଖବର ଆଜିର, ୭ ଫେବ୍ରୁଆରୀ, ଶନିବାର

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟାର ସମୟ ୬ମାର୍ଚ୍ଚ ୩୧ ଯାଏଁ ବଢ଼ିଲା। ଆବେଦନ କରିବାର ୧୫ ଦିନ ଭିତରେ ଟଙ୍କା ମିଳିବ। ସହରାଞ୍ଚଳରେ ରହୁଥିବା ଗରିବ ଓ ବାହାରୁ ଆସୁଥିବା ଶ୍ରମିକ ମାନଙ୍କୁ ଭଡ଼ାରେ ସରକାରୀ ଘର ଦେବେ ସରକାର।…

ରାଶିଫଳ ଆଜି, ୭ ଡିସେମ୍ବର, ଶୁକ୍ରବାର

ମେଷ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜକୁ ଅଫିସ କାର୍ଯ୍ୟରେ ବହୁତ ବ୍ୟସ୍ତ ରଖିବେ ଏବଂ ନିଜର ଦକ୍ଷତା ପ୍ରତିପାଦନ କରିବେ । ବ୍ୟବସାୟ କରୁଥିବା ଲୋକମାନେ କଠିନ ପରିଶ୍ରମ କରି ଆଶାଜନକ ସଫଳତା ପ୍ରାପ୍ତ ହେବେ ।…

ଖବର ଆଜିର, ୪ ଫେବ୍ରୁଆରୀ, ବୁଧବାର

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ ହେଲା, ୨୦୧ ଯୋଡ଼ିଙ୍କ ସାମୂହିକ ବିବାହ ହେଲା। ସରକାରୀ ଚାକିରୀ ପାଇଁ କମ୍ପ୍ୟୁଟର ଯୋଗ୍ୟତା ବାଧ୍ୟତାମୂଳକ ହେଲା। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଆସନ୍ତା ୧୯ ତାରିଖରୁ ଆରମ୍ଭ…

ଖବର ଆଜିର, ୫ ଫେବ୍ରୁଆରୀ, ଗୁରୁବାର

ଚାରିଦିନ ପରେ ବଢିବ ତାପମାତ୍ରା। କାଲି ଜି.ଉଦୟଗିରି ୮.୨ଡିଗ୍ରୀ, ଦାରିଙ୍ଗବାଡ଼ି ୧୦.୫, ଭୁବନେଶ୍ବର ୧୫.୫ ଏବଂ କଟକ ୧୪.୪ ଡିଗ୍ରୀ। ଭୁବନେଶ୍ୱର ଧଉଳିରେ କାରାଭାନ୍‌ ଟୁରିଜିମ୍‌ ଲୋକାର୍ପିତ ହେଲା। ନିଜ ସ୍ବଚ୍ଛନ୍ଦରେ ପର୍ଯ୍ୟଟକମାନେ ଭ୍ରମଣ କରିବାର ମଜା ନେଇପାରିବେ। ଓଡିଶା ପୋଲିସ…

ରାଶିଫଳ ଆଜି, ୫ ଫେବ୍ରୁଆରୀ, ଗୁରୁବାର

ମେଷ ରାଶିଆଜି ଦିନରେ ଆପଣ ବିଦେଶରୁ କୌଣସି ବଡ଼ ଖୁସିଖବର ପାଇ ପାରନ୍ତି। ଏହି ଶୁଭ ସମ୍ବାଦ ବିଦେଶରେ ରହୁଥିବା ଆପଣଙ୍କର କୌଣସି ଆତ୍ମୀୟ ବନ୍ଧୁ କିମ୍ବା ପରିଜନ ଆପଣଙ୍କୁ ପ୍ରଦାନ କରିବେ। ଆପଣ ନିଜର ଫୋନ କିମ୍ବା ଇମେଲ୍ ଉପରେ…

ରାମ କଥାମୃତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ

ହରି ନାରାୟଣ ଦାସଙ୍କ ରିପୋର୍ଟ ପରିଷ୍କାରଓଡିଶା ନ୍ୟୁଜ ରାୟଗଡା ସହରର ଫୋରେଷ୍ଟ କୋଲୋନୀ 2ୟ ଗଳି ଠାରେ ରାମ କଥାମୃତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି ଫୋରେଷ୍ଟ କଲୋନୀ 2ୟ ଗଳି ବାସିନ୍ଦା ହରିଶ ଚନ୍ଦ୍ର ଦାସଙ୍କ…

ବିକଶିତ ଭ।ରତ-ରୋଜଗ।ର ଏବଂ ଅଜୀବିକ। ମିଶନ (ଗ୍ର।ମୀଣ) ନିମନ୍ତେ ଗ୍ୟ।ରେଣ୍ଟୀ (ଭିଭିଜି-ର।ମଜୀ) ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ l

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ରlୟଗଡ଼, ତ।- ୦୧.୦୨.୨୦୨୬ ରିଖ ସମୟ- ୧୧.୦୦ ଘଟିକ।ରେ ବିକଶିତ ଭ।ରତ-ରୋଜଗ।ର ଏବଂ ଅଜୀବିକ। ମିଶନ (ଗ୍ର।ମୀଣ) ନିମନ୍ତେ ଗ୍ୟ।ରେଣ୍ଟୀ (ଭିଭିଜି-ର।ମଜୀ) ସମ୍ବନ୍ଧୀୟ ଏକ ବୈଠକ ଜିଲ୍ଲ। ପରିଷଦ ସମ୍ମୀଳନୀ କକ୍ଷ, ର।ୟଗଡ଼ ଠ।ରେ ସମ୍ମ।ନନୀୟ…

error: Content is protected !!