ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ଶ୍ରମିକ ଦିବସ ପାଳନ

ପରିସ୍କାର ଓଡ଼ିଶା ନ୍ୟୁଜ (୦୧/୦୫/୨୦୨୬) – ଶ୍ରମିକ ଦିବସ ପୁର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଇପ୍ରିୟା ୱାକର୍ସ କ୍ଲବ ତରଫରୁ ସାଇପ୍ରିୟା ନଗର ବେଡ଼ମୀଣ୍ଟନ ପଡିଆ ଠାରେ ପାଳିତ କରାଯାଇଛି | ଆଜି ସକାଳ ୭:୩୦ ମିନିଟ ସମୟରେ…

ଆସନ୍ତା ମଇ ୧ତାରିଖରେ ଓଡିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହ କାର୍ଯ୍ୟକ୍ରମ l

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ) ଆସନ୍ତା ମଇ ୧ତାରିଖରେ ଓଡିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହ କାର୍ଯ୍ୟକ୍ରମ lଯୋଗଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ, ରାଜ୍ୟ ଗ୍ରାମୀୟ ଉନ୍ନୟନ,ପଂଚାୟତ ରାଜ ଓ ପାନୀୟ…

ପାଣିଡଗଂର ଜଳ ପ୍ରକଳ୍ପ କରିବା ପାଇଁ ଜନ ଗର୍ଜନ

ବ୍ୟୁରୋ ରିପୋର୍ଟ (ପରିସ୍କାର ଓଡିଶା ନ୍ୟୂଜ) ଗୁଣପୁର ରାୟଗଡ଼ା, 24 /4 (ନିଉଜ ) ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧର ନଦୀ ଗୁଡାରୀ ପାଣି ଡଙ୍ଗର ଠାରେ ପ୍ରକଳ୍ପ ନିର୍ମାଣ କରିବା ନେଇ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ…

“କମ୍ରେଡ଼ ଚାରୁମଜୁମଦାର ଓ ଲେଲିନ୍ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ସ୍ମୃତି ଚାରଣ ସଭା”

ବ୍ୟୁରୋ ରିପୋର୍ଟ (ପରିସ୍କାର ଓଡିଶା ନ୍ୟଜ) ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ପାଳନ।” ରାୟଗଡା/କୋଲନରା,୨୨/୦୪, କଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ଦିନ ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ…

ଅବ୍ୟବସ୍ଥା ଘେରରେ ମଝିଘରିଆଣି ମନ୍ଦିର।

ପରିସ୍କାର ଓଡିଶା ନ୍ୟୁଜ ବ୍ୟୁରୋ ରିପୋର୍ଟ ଅବ୍ୟବସ୍ଥା ଘେରରେ ମଝିଘରିଆଣି ମନ୍ଦିର।ରାୟଗଡ଼ – ରାୟଗଡ଼ ଅଧିଷ୍ଟାତ୍ରି ଦେବୀ ମା ମଝିଘରିଆଣି ଡାକିଲେ ଶୁଣେ ଗୁହାରି। ମନରେ ଭକ୍ତି ଭାବ ରଖି ମନ୍ଦିରକୁ ଛୁଟି ଆସନ୍ତି ଆନ୍ଧ୍ର, ଛତିଶ ଗଡ଼ ଏବଂ ଓଡ଼ିଶାର…

ରାୟଗଡାରେ ଧୁମଧାମରେ ଆମ୍ବେଦକର ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳନ

ଯୁବବର୍ଗଙ୍କ ପକ୍ଷରୁ ପଣା ସର୍ବତ ଓ ତରଭୁଜ ବଣ୍ଟନ ଡଃ. ବି. ଆର୍. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ରାୟଗଡା ଜିଲ୍ଲାରେ ଧୁମଧାମରେ ଉତ୍ସବ ପାଳିତ ହୋଇଛି। ସକାଳୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ମୃତିସଭା,…

🔴ସିଜିମାଳି ରେ ଆଦିବାସୀଙ୍କ ଉପରେ ନିର୍ମମ ପୁଲିସ୍ ଦମନ,ବେଆଇନ ଖଣି ଖନନ ଏବଂ ଅମାନବୀୟ ବିସ୍ଥାପନ ବନ୍ଦ କର l

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡ଼ିଶା ନ୍ୟୂଜ) ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି ଅନୁଧ୍ୟାନ କଲେ ଭୁବନେଶ୍ୱର,ତାରିଖ:୧୦ ଏପ୍ରିଲ ୨୦୨୬ 🔴ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସ ଦମନ, ନିଷେଧାଦେଶ ଜାରି ଓ…

ସାଇପ୍ରିୟା ୱାକର୍ସକ୍ଲବ ଆନୁକୂଲ୍ୟରେ ବିଶ୍ୱ ସ୍ୱସ୍ଥ୍ୟ ଦିବସ ପାଳିତ ହୋଇଯାଇଛି

.ଆଜି ଅପ୍ରିଲ ତା 7. 04.2026 ରିଖ ମଙ୍ଗଳବାର ଦିନ ପୂର୍ଵ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସାଇପ୍ରିୟା ୱାକର୍ସ କ୍ଲବ ଆନୁକୂଲ୍ୟରେ ରେ ସାଇପ୍ରିୟା ବେଡ଼ମୀଣ୍ଟନ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି. ଏହିଦିବସ ରେ ଲୋକଙ୍କ…

ରାୟଗଡ଼ ବ୍ଳକ ସ୍ତରୀୟ ସ୍ଵଚ୍ଛ ଓଡିଶା ଦିବସ ପାଳିତ

ରାୟଗଡ଼ : ବ୍ୟୁରୋ ରିପୋର୍ଟ (ପରିସ୍କାର ନ୍ୟୂଜ)ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଓଡ଼ିଆ ପକ୍ଷ୍ୟ ଏପ୍ରିଲ ପହିଲାରୁ ଚଉଦ ପର୍ଯ୍ୟନ୍ତ ପାଳିତ ହେଉଛି | ଓଡ଼ିଆ ପକ୍ଷର ଷଷ୍ଠ ଦିବସରେ ରାୟଗଡ଼ ବ୍ଳକ ସ୍ତରୀୟ ସ୍ଵଚ୍ଛ ଓଡିଶା ଦିବସ…

ଓଡିଆ ପକ୍ଷ ” ପାଳନ ଅବସରରେ ରବିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ) ରାୟଗଡ଼:-ତା. ୫/୦୪-ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ସମୟକୁ “ଓଡିଆ ପକ୍ଷ ୨୦୨୬” ଭାବେ ପାଳନ ଅବସରରେ ଆଜ ତା…

error: Content is protected !!