ଖବର ଆଜିର, ୨୪ ଜାନୁଆରୀ, ଶନିବାର

ରାଜ୍ୟରେ ଶୀତର ପ୍ରକୋପ କମିଛି। ତିନିଦିନ ପରେ ତାପମାତ୍ରା ବଢିବ ରାଜ୍ୟସଭା ରାଜନୀତିରେ ଚତୁର୍ଥ ଆସନ ପ୍ରାର୍ଥୀ ଚୟନକୁ ନେଇ ଉଭୟ ବିଜେପି, ବିଜେଡିରେ ଛକାପଞ୍ଝା। ଘୋଡାବେପାରର ଇଙ୍ଗିତ ଦେଲେ ପୃଥ୍ୱୀରାଜ। ଫେବୃଆରୀ ୧୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ…

ରାଶିଫଳ ଆଜି, ୨୪ ଜାନୁଆରୀ, ଶନିବାର

ମେଷ ରାଶିଆଜି ଆପଣଙ୍କୁ ପଇସା କମାଇବା ପାଇଁ କୌଣସି ସହଜ ମାର୍ଗ ଆପଣାଇବା ଉଚିତ୍ ନୁହେଁ। ଯଦି ଆପଣ ସର୍ଟ କର୍ଟ ନିଅନ୍ତି, ତେବେ ଭବିଷ୍ୟତରେ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆଜି ଆପଣ ନିଜର ସବୁ ଅସମ୍ପୂର୍ଣ୍ଣ କାମକୁ…

ଜିଲ୍ଲାସ୍ତରୀୟ ସଂସଦ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ରାୟଗଡ଼, ୨୩/୦୧: ରାୟଗଡ଼ା ଜିଲ୍ଲାରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲ୍ଲାସ୍ତରୀୟ ସଂସଦ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ଆଜି ଶ୍ରୀ ସପ୍ତଗିରି ଉଲ୍ଲକା, ମାନ୍ୟବର ସାଂସଦଙ୍କ ଅଧ୍ୟକ୍ଷତରେ ସ୍ଥାନୀୟ ଜିଲ୍ଳା ପରିଷଦ…

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡ଼: ତା.୨୩/୦୧: ରାୟଗଡ଼ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟିର ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।…

ରେଳ ଫାଟକରେ ଅଘଟଣ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ ) -ରାୟଗଡ଼ା ସଦର ପିତାମହଲ ଠାରେ ରହିଥିବା ରେଳ ଫାଟକ ନିକଟରେ ଏକ ଅଘଟଣ ଘଟିଛି। ସିରିଗୁଡ଼ା ବାଇପାସ ରୁ ପିତାମହଲ ଅଭିମୁଖେ ଆସୁଥିବା ବେଳେ ପିତାମହଲ ଠାରେ ରହିଥିବା ରେଳ ଫାଟକ ନିକଟରେ ରହିଥିବା…

ରାଶିଫଳ ଆଜି, ୨୩ ଜାନୁଆରୀ, ଶୁକ୍ରବାର

ମେଷ ରାଶିଆଜି ଆପଣ ନିଜର ଚମତ୍କାର ବ୍ୟବହାର ଓ ତୀକ୍ଷ୍ଣ ବୁଦ୍ଧି ପ୍ରୟୋଗ କରି କର୍ମକ୍ଷେତ୍ରରେ ଆଶାଠାରୁ ଅଧିକ ଭଲ ଲାଭ ପ୍ରାପ୍ତ କରିବେ। ଆପଣଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଏତେ ଅଧିକ ରହିବ ଯେ ଶତ୍ରୁମାନେ ଆପଣଙ୍କ ସମ୍ମୁଖରେ ପରାସ୍ତ ହେବେ…

ଖବର ଆଜିର, ୨୨ ଜାନୁଆରୀ, ଗୁରୁବାର

ରାଜ୍ୟରେ ପାନ ମସଲା, ଗୁଟଖା, ଖଇନି ବନ୍ଦ କଲେ ରାଜ୍ୟ ସରକାର। ପୁଣି ଗାଡି ଉପରେ ସରକାରୀ କଟକଣା। ବର୍ଷକରେ ୫ଥର ନିୟମ ଭାଙ୍ଗିଲେ ଗାଡ଼ିର ରେଜିଷ୍ଟ୍ରେସନ ରଦ୍ଦ ହେବ। ସରକାର କହିଲେ, ଡିଜେଲ ଚାଳିତ ‘ଆମ ବସ୍‌’ ବନ୍ଦ କରିଦେବେ।…

ରାଶିଫଳ ଆଜି, ୨୨ ଜାନୁଆରୀ, ଗୁରୁବାର

ମେଷ ରାଶିଆଜି ଆପଣ ନିଜର ମନ ଓ ଜିଦ୍ ଉପରେ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଆବଶ୍ୟକ। ଯେଉଁ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କଠିନ ପରିଶ୍ରମ କରୁଛନ୍ତି, ଆଜି ସେମାନଙ୍କୁ ଶୁଭ ପରିଣାମ ମିଳିବାର ପ୍ରବଳ ଯୋଗ ରହିଛି। ଆପଣ ଶାରୀରିକ…

ଖବର ଆଜିର, ୨୧ ଜାନୁଆରୀ, ବୁଧବାର

ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା ଶୀତ ଆଉ ୪/୫ ଦିନ ଜାରି ରହିବ। ରାଜ୍ୟ ସରକାରଙ୍କ ୮ ଶହ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃ ନିଯୁକ୍ତି ଦେବେ। ସେମାନେ ସ୍ପେଶାଲ ପୁଲିସ ଅଫିସର ହେବେ। ଶିଳ୍ପ ମହାଶକ୍ତି ହେବ ଓଡ଼ିଶା, ୧.୬୭ ଲକ୍ଷ…

ରାଶିଫଳ ଆଜି, ୨୧ ଜାନୁଆରୀ, ବୁଧବାର

ମେଷ ରାଶିଆଜି ଆପଣଙ୍କ ପରିବାରରେ ସୁଖ ସମୃଦ୍ଧିର ଆଗମନ ହେବ ଏବଂ ଆର୍ଥିକ ଦିଗଟି ବେଶ୍ ମଜବୁତ ରହିବ। ଜୀବନସାଥୀଙ୍କ ସହଯୋଗ ଓ ନିବିଡ଼ତା ଆଜି ଆପଣଙ୍କୁ ଭରପୁର ମାତ୍ରାରେ ମିଳିବ, ଯାହା ମନକୁ ଶାନ୍ତି ଦେବ। ପରିବାରର କୌଣସି ସଦସ୍ୟଙ୍କ…

error: Content is protected !!