ବିଶ୍ୱ ପରିବେଶ ଦିବସ ଜେକେ କାଗଜ କଳ ପରିସରରେ ଅନୁଷ୍ଠିତ।

ବ୍ୟୁରୋ ରିପୋର୍ଟ ପରିସ୍କାର ଓଡିଶା ନ୍ୟୂଜ ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି (ବାଣିଜ୍ଯ ) ,ମୁଖ୍ୟ ଅତିଥି ଭାବେ…

ଖବର ଆଜିର, ୪ ଜୁନ, ଗୁରୁବାର

ଆଜିର ତାପମାତ୍ରା ପ୍ରାୟ ୩୪ ଡିଗ୍ରୀ ରହିବ, ହାଲୁକା ବର୍ଷାର ସମ୍ଭାବନା। ଭୁବନେଶ୍ୱର ସମେତ ୯ଟି ଜିଲ୍ଲା ପାଇଁ ବଜ୍ରପାତ ଓ ଝଡ଼ବର୍ଷାର ସତର୍କ ସୂଚନା ଜାରି। ଏଲ୍ ନିନୋ ପ୍ରଭାବରେ ଜୁନ୍ ରୁ ଅଗଷ୍ଟ ତିନି ମାସ ଯାଏଁ ମରୁଡି…

ରାଶିଫଳ, ୪ ଜୁନ୍ ଗୁରୁବାର

ମେଷ ରାଶିର ବ୍ୟକ୍ତିମାନେ ଆଗକୁ ଏକ ଅତ୍ୟନ୍ତ ଉତ୍ପାଦନଶୀଳ ଏବଂ ଶକ୍ତିଶାଳୀ ଦିନର ଅନୁଭବ କରିବେ। ମଙ୍ଗଳଙ୍କ ବର୍ତ୍ତମାନର ସ୍ଥିତି ଆପଣଙ୍କ ଆତ୍ମବିଶ୍ୱାସ ଏବଂ ଶାରୀରିକ ଶକ୍ତିକୁ ଯଥେଷ୍ଟ ବୃଦ୍ଧି କରିବ। ଅନୁକୂଳ ବୃତ୍ତିଗତ ସୁଯୋଗ ମିଳିବାର ସମ୍ଭାବନା ଅଛି, ଯାହା…

ୟାଲା ଭେଣକେଟେଶ୍ୱର ରାଓ ଉରୁଫ କୋଣ୍ଡାବାବୁ ହେଲେ ଟ୍ରକ ମାଲିକ ସଂଘର ସଭାପତି

ଟ୍ରକ ମାଲିକ ସଂଘ ନିର୍ବାଚନ ପରେ ରାୟଗଡା ରାଜନୀତିରେ ବଢ଼ିଲା ଚର୍ଚ୍ଚା ବ୍ୟୁରୋ ରିପୋର୍ଟ ରାୟଗଡା -03/06/26 ଦୀର୍ଘ ବହୁ ଦଶନ୍ଧି ପରେ ରାୟଗଡା ଟ୍ରକ ମାଲିକ ସଂଘର ରାୟଗଡା କପିଳାସ ରୋଡ଼ ସ୍ଥିତ ନ୍ୟୁ କଲୋନୀ ଅଫିସ ଆନୁକୂଲ୍ୟରେ ବିଭିନ୍ନ…

ଖବର ଆଜିର, ୨ ଜୁନ, ମଙ୍ଗଳବାର

ରାଜ୍ୟର ଅନେକ ଜିଲ୍ଲାରେ ଆଜି କାଳବୈଶାଖୀ ହେବ। ଆଗାମୀ ୪ରୁ ୫ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଓଡ଼ିଶାର ୫ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୬ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ, ଛାତ୍ରଛାତ୍ରୀଙ୍କ ପାଇଁ ଫିଟ୍ କ୍ୟାମ୍ପସ…

ରାଶିଫଳ, ୨ ଜୁନ୍ ମଙ୍ଗଳବାର

ମେଷ ରାଶି (Aries) ଦିନର ଆରମ୍ଭରେ ମେଷ ରାଶିର ବ୍ୟକ୍ତିମାନେ ସକାରାତ୍ମକ ଶକ୍ତି ଏବଂ ଉତ୍ସାହର ସଞ୍ଚାର ଅନୁଭବ କରିପାରନ୍ତି। ଆପଣଙ୍କର ଧ୍ୟାନ ସ୍ଵାଭାବିକ ଭାବରେ କ୍ୟାରିୟରର ଉନ୍ନତି ଏବଂ ବାକି ରହିଥିବା ବୃତ୍ତିଗତ କାର୍ଯ୍ୟଗୁଡ଼ିକୁ ଶେଷ କରିବା ଦିଗରେ ରହିବ।…

ଉତ୍କଳ ଆଇନ ମହାବିଦ୍ୟାଳୟ ଓ ମସ୍କୋ ୟୁନିଭର୍ସିଟି ଅଫ୍ ରିସର୍ଚ୍ଚର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ସେମିନାର ଓ ଗ୍ରାଜୁଏଟ ଡେ’ ପାଳିତ

ବ୍ୟୁରୋ ରିପୋର୍ଟ ରାୟଗଡା ତା -01/06/2026 ଉତ୍କଳ ଆଇନ ମହାବିଦ୍ୟାଳୟ ଓ ମସ୍କୋ ୟୁନିଭର୍ସିଟି ଅଫ୍ ରିସର୍ଚ୍ଚର ମିଳିତ ସହଯୋଗରେ ରାୟଗଡାସ୍ଥିତ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲରେ “ଗ୍ରାଜୁଏଟ ଡେ’ ଓ ଆନ୍ତର୍ଜାତୀୟ ସେମିନାର” ଅନୁଷ୍ଠିତ ହୋଇଯାଇଛି। “କୃତ୍ରିମ ବୁଦ୍ଧିମତା, ନୈତିକତା, ମାନବ…

​ରାୟଗଡ଼ା ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି ରାୟଗଡ଼ା ଏସ୍.ପି. ଶ୍ରୀ ରାଜ ପ୍ରସାଦ(ଜିଲ୍ଲା ଆରକ୍ଷୀ ଅଧୀକ୍ଷକ)।

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ) ​ଆଜି ଏସ୍.ପି.ଶ୍ରୀ ରାଜ ପ୍ରସାଦ ହଠାତ୍ ରାୟଗଡ଼ା ଥାନା ପରିଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ବୁଝିଥିଲେ। ଜନସାଧାରଣଙ୍କ ସମସ୍ୟାର ସମାଧାନ…

ପେଟ୍ରୋଲ-ଡିଜେଲ ଦରବୃଦ୍ଧି ବିରୋଧରେ ବିଜେଡିର ବିକ୍ଷୋଭ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) “ଡବଲ ଇଞ୍ଜିନ ସରକାରରେ ଡବଲ ଦରବୃଦ୍ଧି” : ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ରାୟଗଡା, ତାରିଖ : ପେଟ୍ରୋଲ ଓ ଡିଜେଲର ଲଗାତାର ଅହେତୁକ ଦରବୃଦ୍ଧିକୁ ନେଇ ଆଜି ରାୟଗଡା ଜିଲ୍ଲା କପିଳାଶ ଛକଠାରେ ବିଜୁ ଯୁବ,…

ଖବର ଆଜିର, ୨୭ ମେ, ବୁଧବାର

ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି ଏବଂ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ବ୍ୟାପକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆଗୁଆ ମୌସୁମୀ ନେଇ ହୋଇଥିବା ପୂର୍ବାନୁମାନ ବଦଳିଛି ଏବଂ ଜୁନ୍ ୪ ସୁଦ୍ଧା ମୌସୁମୀ…

error: Content is protected !!