ହରି ନାରାୟଣ ଦାସଙ୍କ ରିପୋର୍ଟ ପରିଷ୍କାରଓଡିଶା ନ୍ୟୁଜ ରାୟଗଡା ସହରର ଫୋରେଷ୍ଟ କୋଲୋନୀ 2ୟ ଗଳି ଠାରେ ରାମ କଥାମୃତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି ଫୋରେଷ୍ଟ କଲୋନୀ 2ୟ ଗଳି ବାସିନ୍ଦା ହରିଶ ଚନ୍ଦ୍ର ଦାସଙ୍କ…
ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ରlୟଗଡ଼, ତ।- ୦୧.୦୨.୨୦୨୬ ରିଖ ସମୟ- ୧୧.୦୦ ଘଟିକ।ରେ ବିକଶିତ ଭ।ରତ-ରୋଜଗ।ର ଏବଂ ଅଜୀବିକ। ମିଶନ (ଗ୍ର।ମୀଣ) ନିମନ୍ତେ ଗ୍ୟ।ରେଣ୍ଟୀ (ଭିଭିଜି-ର।ମଜୀ) ସମ୍ବନ୍ଧୀୟ ଏକ ବୈଠକ ଜିଲ୍ଲ। ପରିଷଦ ସମ୍ମୀଳନୀ କକ୍ଷ, ର।ୟଗଡ଼ ଠ।ରେ ସମ୍ମ।ନନୀୟ…
ବ୍ୟୁରୋ ରିପୋର୍ଟ ରାୟଗଡ଼, ୦୩.୦୨.୨୦୨୬: ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭାଗୃହରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଉଦଘାଟନ ସମାରୋହ ଆୟୋଜିତ ହୋଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ବିକାଶ ଓ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ…
ରାଜ୍ୟର ୪୬ ହଜାରରୁ ଉର୍ଦ୍ଧ୍ଵ ସିଆରପି କର୍ମୀଙ୍କୁ ସ୍ମାର୍ଟ ଫୋନ, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ଏବଂ ପରିଚୟ ପତ୍ର ମିଳିବ। ରାଜ୍ୟରେ ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ସୀମା ପୁନଃ ନିର୍ଦ୍ଧାରଣ ପାଇଁ…
ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ରାୟଗଡା ଜିଲ୍ଲାରେ ୯,୩୩୫ ଏସ୍ଏଚଜି ପାଇଁ ୧୪ କୋଟି ଟଙ୍କାର ରିଭଲ୍ଭିଙ୍ଗ ଫଣ୍ଡ, ୧୬୪ଟି GPLFକୁ ୫୩.୧୪ କୋଟି ଟଙ୍କାର ପାଣ୍ଠି, ୪୧୯୫ଟି ଏସ୍ଏଚଜିକୁ ୩୭.୫୫ କୋଟି ଟଙ୍କାର ୠଣ ପ୍ରଦାନ ଜିଲ୍ଲା ପାଇଁ ୬୦୦…
ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) 🎡ବଜେଟ୍ ୨୦୨୬-୨୭, କେଉଁ କ୍ଷେତ୍ର ପାଇଁ କେତେ ?💰ବଜେଟ ୨୦୨୬-୨୭ ପ୍ରମୁଖ କ୍ଷେତ୍ର ପାଇଁ ବ୍ୟୟ ଅଟକଳ💰ପରିବହନ ପାଇଁ ସର୍ବାଧିକ ୫ ଲକ୍ଷ ୯୮ ହଜାର ୫୨୦ କୋଟି💰ପ୍ରତିରକ୍ଷା ପାଇଁ ୫ ଲକ୍ଷ ୯୪ ହଜାର…
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ପହଞ୍ଚିବେ। ମହିଳା ରଗ୍ବି ଲିଗ୍ର ପ୍ରଥମ ସଂସ୍କରଣରେ ଓଡ଼ିଶା ଝିଅଙ୍କ ବିରଳ ରେକର୍ଡ, ଗୋଟିଏ ଦିନରେ ୫ ସ୍ବର୍ଣ୍ଣ। ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ…
ମେଷ ରାଶି : ଆଜି କୌଣସି ଯାତ୍ରା ସ୍ଥଗିତ କରିବା ଉଚିତ ହେବ, କାରଣ ଯାତ୍ରା କଷ୍ଟଦାୟକ ହୋଇପାରେ । ଆପଣଙ୍କ କାର୍ଯ୍ୟ କରିବାର କ୍ଷମତା ପୂର୍ବ ଅପେକ୍ଷା ବଢିବ କିନ୍ତୁ କୌଣସି ଅଜଣା କଥାକୁ ନେଇ ସନ୍ଦେହ ର ଭାବନା…
ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ରାୟଗଡା ରାୟଗଡ଼:-ତା. ୧/୦୨- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ତା. ୨ ଫେବ୍ରୁଆରୀ ୨୦୨୬ ସକାଳ ୧୧.୦୦ ଘଟିକାରେ ରାୟଗଡ଼ ଗସ୍ତରେ ଆସିବେ l ସ୍ଥାନୀୟ ଜି.ଆଇ.ଏସ.ଆର. ପାଖରେ ଥିବା…