ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଆଶୁତୋଷ ପଟ୍ଟନାୟକଙ୍କ(ପ୍ରିୟ ଖବର ଦୌନିକ ଖବର କାଗଜ ) ର ଦେହାନ୍ତ ଆମ ରାୟଗଡା ଜିଲ୍ଲା ସାମ୍ବାଦିକ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ଏହି ବିଷୟ ସମସ୍ତ ରାୟଗଡା ବାସୀଙ୍କ ମଧ୍ୟରେ ଦୁଃଖର ବାତାବରଣ ସୃଷ୍ଟି କରିଛିI ପରିସ୍କାର ଓଡିଶା ନ୍ୟୁଜ ତରଫରୁ ସ୍ୱର୍ଗତଃ ଆଶୁତୋଷ ପଟ୍ଟନାୟକ (ସମସ୍ତଙ୍କ ଜୁଲା ଭାଇନା)ଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଅଛି ।
