ବ୍ୟୁରୋ ରିପୋର୍ଟ ପରିସ୍କାର ଓଡ଼ିଶା ନ୍ୟୁଜ
ରାୟଗଡ଼ାର ନାମୀଦାମୀ ବ୍ୟବସାୟୀ କୋନା ମୋହନ ରାଓ (ସୁଲୋ ମୋହନ ରାଓ) ଆଜି ତାଙ୍କର ପରଲୋକ ଘଟିଛି | ବିଶାକାପାଟ୍ନାମ ଚିକିସ୍ୟାଳୟରେ ଚିକିତ୍ସିତ ହେଉଥିବା ସମୟରେ ଆଜି ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି | (ସୁଲୋ ମୋହନ ରାଓ) ରାୟଗଡ଼ାର ଜଣେ ନାମିଦାମୀ ବ୍ୟବସାୟୀ ରହିଥିଲେ ଯାହାକି ଶିକ୍ଷା ଖେତ୍ରରେ ମଧ୍ୟ ରିତମ ଇଞ୍ଜିନେରିଙ୍ଗ ର ମାଲିକ ରହିଥିବା ବେଳେ ରାୟଗଡାର ବ୍ୟବସାୟୀ ଯାହାକି ବଂଶୀକ୍ରୀଷ୍ଣା ହୋଟେଲ , ବଂଶୀକ୍ରୀଷ୍ଣା ଫଂସନହଲ ,ମୁକତାସ ଶିନିମାସ ଓ ଅନ୍ୟନ୍ୟ ବ୍ୟବସାୟ ସେ କରି ୧୦୦ରୁ ଉର୍ଦ୍ଧ ପରିବାରଙ୍କୁ ରୋଜଗାର ଦେଉଥିଲେ | ଉକ୍ତ ଖବର ପାଇ ରାୟଗଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ଆସନ୍ତା କାଲି ସକାଳ ପ୍ରାୟ ୮ଟା ସମୟରେ ତାଙ୍କର ମୃତଶରୀର ରାୟଗଡା ନ୍ୟୁ କଲୋନୀ ସ୍ତିତ ନିଜ ବାସଭବନ ଠାରେ ପପହଞ୍ଚିବା ନେଇ ସୂଚନା ମିଳିଛି |
