ରାୟଗଡା ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ) ରାୟଗଡ଼ା ଜିଲ୍ଲାରେ ଥିବା ଆଇନ୍ ଶିକ୍ଷାନୁଷ୍ଠାନ ଉତ୍କଳ ଆଇନ୍ ମହାବିଦ୍ୟାଳୟକୁ ଆଜି ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ଭୋଇ ପରିଦର୍ଶନ କରିଥିଲେ।ପରିଦର୍ଶନ ସମୟରେ ସେ ଅନୁଷ୍ଠାନର ଶିକ୍ଷାତ୍ମକ କାର୍ଯ୍ୟକଳାପ, ପ୍ରଶାସନିକ ବ୍ୟବସ୍ଥା…
