୫୦୦ମେଟ୍ରିକ ଟନ ଶୀତଳ ଭଣ୍ଡାର ଉଦଘାଟିତ

ବ୍ୟୁରୋ ରିପୋର୍ଟ କେନ୍ଦ୍ରାପଡ଼ା,୧୬/୧୨(ବ୍ୟୁରୋ): କେନ୍ଦ୍ରାପଡ଼ା ନିୟନ୍ତ୍ରିତ କମିଟି ବଜାର ଠାରେ ୫୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାରକୁ ସାଂସଦ,କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ଉଦଘାଟନ କରିଛନ୍ତି | ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା,…

ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ରାୟଗଡ଼ ଜିଲ୍ଲା ଗସ୍ତ ଓ ବିଭିନ୍ନ ବିଭାଗ ଉପରେ ସମୀକ୍ଷା

ବ୍ୟୁରୋ ରିପୋର୍ଟ ରାୟଗଡ଼ :-ତା. ୧୫/୧୨- ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ରାୟଗଡ଼ ଜିଲ୍ଲାଗସ୍ତ ଆସି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଯାଉଥିବା ରେଳ ଯାତ୍ରୀଙ୍କୁ ପତାକା ଦେଖାଇ ଶୁଭେଚ୍ଛା ଜଣାଇଥିଲେ l ଏହାପରେ…

ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨୦,୮୨୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୮୦,୩୭,୯୦୨ ଟଙ୍କା ଆଦାୟ ହୋଇଅଛି

ବ୍ୟୁରୋ ରିପୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର…

ରାୟଗଡ଼ ବ୍ଳକ ଚଇତିରେ ଦୁଲୁକିଲା ମଂଚ

ବ୍ୟୁରୋ ରିପୋର୍ଟ

ରାୟଗଡାରେ ଆନ୍ତର୍ଜାତିକ ମାନବ ଅଧିକାର ଦିବସ ମହାସମାରୋହରେ ପାଳିତ: ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପାଇଁ ଶାନ୍ତିପୂର୍ଣ୍ଣ ସଂଘର୍ଷ ହିଁ ବିକଳ୍ପ

ବ୍ୟୁରୋ ରିପୋର୍ଟ ପନ୍ଥାରାୟଗଡ଼ା(୧୧/୧୨/୨୫): ରାୟଗଡ଼ା ସଦର ମହକୁମାରେ ଅବସ୍ଥିତ ଲାୟଂସ କ୍ଳବ୍ ପରିସରରେ ଇନ୍ଟରନେସନାଲ ହ୍ୟୁମାନ ଟାଇଟ୍ କାଉନସିଲର ଦକ୍ଷିଣପଶ୍ଚିମାଞ୍ଚଳ ଜୋନ ତରଫରୁ ଆନ୍ତର୍ଜାତିକ ମାନବ ଅଧିକାର ଦିବସ ଅତି ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ସମ୍ମିଳନୀରେ ଶହ…

ପ୍ରେସ ବିଜ୍ଞପ୍ତି

ରାୟଗଡ଼ା ପୌରପାଳିକା ଦ୍ୱାରା ସେଣ୍ଟ ଜାଭିୟର୍ସ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାମୂଳକ ପରିଭ୍ରମଣ କାର୍ଯ୍ୟକ୍ରମରାୟଗଡ଼ା: ରାୟଗଡ଼ା ପୌରପାଳିକା ପକ୍ଷରୁ ସ୍ଥାନୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷାମୂଳକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ…

ରାୟଗଡ଼ ଜିଲ୍ଲା ଚଇତି -୨୫ କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ ।

ବ୍ୟୁରୋ ରିପୋର୍ଟ ରାୟଗଡ଼ ଜିଲ୍ଲା ଚଇତି -୨୫ କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ ।“ମାରାଥନରେ ଅଂଶଗ୍ରହଣ ବହୁ ଯୁବକ ଯୁବତୀ “ରାୟଗଡା/୧୦/୧୨/୨୫: ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୫’ ପାଳନ ଉପଲେକ୍ଷ ଆଜି ଠାରୁ ଆରମ୍ଭ…

ଚଇତି -୨୦୨୫ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ

ବ୍ୟୁରୋ ରିପୋର୍ଟ ରାୟଗଡ଼ :-ତା.୯/୧୨- ରାୟଗଡ଼ ଜିଲ୍ଲାର ଗଣପର୍ବ ଚଇତି -୨୦୨୫ର ବିଭିନ୍ନ ଉପ ସମିତିର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି ଆଜି. ସମୀକ୍ଷା କରିଛନ୍ତି l ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟା ବେଳେ ବିଭିନ୍ନ…

ଦୁଇ ପୋଡା ଇଟା ଭାଟି ନଷ୍ଟ କଲା ଧରାକୋଟ ତହସିଲ….

ବ୍ୟୁରୋ ripore ଦୁଇ ପୋଡା ଇଟା ଭାଟି ନଷ୍ଟ କଲା ଧରାକୋଟ ତହସିଲ…ଖଲ୍ଲିକୋଟ.. (ନି ପ୍ର)ଧରାକୋଟ ତହସିଲ ର ବାହାରପୁର ଓ ମହୁଲପଲ୍ଲୀ ଅଂଚଳ ର ଇଟା ଭାଟିରେ ବୁଲିଲା ବୁଲ ଡୋଜର l ତହସିଲ ପକ୍ଷରୁ ସପ୍ତାହ ତଳେ ଅଂଚରେ…

ପ୍ରେସ୍ ବିଜ୍ଞପ୍ତି

‘ଚଇତି-୨୦୨୫’ ମହୋତ୍ସବ : ଶୋଭାଯାତ୍ରା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତରାୟଗଡ଼ା, ତା ୦୯/୧୨/୨୦୨୫: ଆଗାମୀ ରାୟଗଡ଼ା ଜିଲ୍ଲା ମହୋତ୍ସବ ‘ଚଇତି-୨୦୨୫’ ପାଳନ ଉପଲକ୍ଷେ ଆଜି ରାୟଗଡ଼ା ପୌରପାଳିକା ସମ୍ମିଳନୀ କକ୍ଷରେ ଶୋଭାଯାତ୍ରା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…

error: Content is protected !!