ବୈଶାଖ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ରାତି ୧୦:୩୧ ପର୍ଯ୍ୟନ୍ତ, ନକ୍ଷତ୍ର ପୂର୍ବଭାଦ୍ରପଦ ଅପରାହ୍ନ ୦୩:୨୨ ପର୍ଯ୍ୟନ୍ତ। ବ୍ରାହ୍ମ ମୁହୂର୍ତ୍ତ ୦୪:୨୭ AM ରୁ ୦୫:୧୧ AM, ଅମୃତ କାଳ ୦୭:୩୭ AM ରୁ ୦୯:୧୦ AM, ବିଜୟ ମୁହୂର୍ତ୍ତ…
ଯୁବବର୍ଗଙ୍କ ପକ୍ଷରୁ ପଣା ସର୍ବତ ଓ ତରଭୁଜ ବଣ୍ଟନ ଡଃ. ବି. ଆର୍. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ରାୟଗଡା ଜିଲ୍ଲାରେ ଧୁମଧାମରେ ଉତ୍ସବ ପାଳିତ ହୋଇଛି। ସକାଳୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ମୃତିସଭା,…
ତିଥି କୃଷ୍ଣ ପକ୍ଷ ଦ୍ୱାଦଶୀ ନକ୍ଷତ୍ର ଶତଭିଷାଶୁଭ ମୁହୂର୍ତ୍ତ ଅଭିଜିତ ମୁହୂର୍ତ୍ତ ସକାଳ ଏଗାରଟା ଛପନ ମିନିଟରୁ ଦ୍ୱିପ୍ରହର ବାରଟା ସତଚଳିଶ ମିନିଟ ପର୍ଯ୍ୟନ୍ତ, ଅମୃତ କାଳ ସକାଳ ଆଠଟା ତେପନ ମିନିଟରୁ ଦଶଟା ଅଣତିରିଶ ମିନିଟ ପର୍ଯ୍ୟନ୍ତ, ବ୍ରାହ୍ମ ମୁହୂର୍ତ୍ତ…
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ। ଆଜି ପାଗ ଶୁଖିଲା ରହିବ, ରାତିରେ ଆକାଶ ନିର୍ମଳ ରହିବ। ସର୍ବୋଚ୍ଚ ତାପମାତ୍ରା ୩୭° ଏବଂ ୨୩° ଭିତରେ ରହିବ। ଦେଶରେ ୧୪ ରୁ ୧୭ ଏପ୍ରିଲ ମଧ୍ୟରେ ପ୍ରାକ ମୌସୁମୀ…
ବ୍ୟୁରୋ ରିପୋର୍ଟ (ପରିସ୍କାରଓଡ଼ିଶା ନ୍ୟୂଜ) ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି ଅନୁଧ୍ୟାନ କଲେ ଭୁବନେଶ୍ୱର,ତାରିଖ:୧୦ ଏପ୍ରିଲ ୨୦୨୬ 🔴ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସ ଦମନ, ନିଷେଧାଦେଶ ଜାରି ଓ…
ଆଜି ପାଗ ଆଂଶିକ ଖରାଟିଆ ରହିବ ଏବଂ ତାପମାତ୍ରା ୩୧ ଓ ୨୧ ଡିଗ୍ରୀ ଭିତରେ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲ୍ଲାର ସୁଆଣ୍ଡୋଠାରେ ଉତ୍କଳମଣିଙ୍କ ଜନ୍ମସ୍ଥାନ ପାଇଁ ୫୮୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ଓଡିଶା ସରକାର…
ସୂର୍ଯ୍ୟୋଦୟ ସକାଳ ୫ ଘଣ୍ଟା ୩୨ ମିନିଟସୂର୍ଯ୍ୟାସ୍ତ ସନ୍ଧ୍ୟା ୬ ଘଣ୍ଟା ୦୪ ମିନିଟତିଥି ବୈଶାଖ କୃଷ୍ଣ ସପ୍ତମୀ ସନ୍ଧ୍ୟା ୬ ଘଣ୍ଟା ୫୭ ମିନିଟ ପର୍ଯ୍ୟନ୍ତ ଏବଂ ତତ୍ପରେ ଅଷ୍ଟମୀନକ୍ଷତ୍ର ପୂର୍ବାଷାଢ଼ା ରାତ୍ରି ୧ ଘଣ୍ଟା ୦୪ ମିନିଟ ପର୍ଯ୍ୟନ୍ତ…
.ଆଜି ଅପ୍ରିଲ ତା 7. 04.2026 ରିଖ ମଙ୍ଗଳବାର ଦିନ ପୂର୍ଵ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସାଇପ୍ରିୟା ୱାକର୍ସ କ୍ଲବ ଆନୁକୂଲ୍ୟରେ ରେ ସାଇପ୍ରିୟା ବେଡ଼ମୀଣ୍ଟନ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି. ଏହିଦିବସ ରେ ଲୋକଙ୍କ…
ରାୟଗଡ଼ : ବ୍ୟୁରୋ ରିପୋର୍ଟ (ପରିସ୍କାର ନ୍ୟୂଜ)ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଓଡ଼ିଆ ପକ୍ଷ୍ୟ ଏପ୍ରିଲ ପହିଲାରୁ ଚଉଦ ପର୍ଯ୍ୟନ୍ତ ପାଳିତ ହେଉଛି | ଓଡ଼ିଆ ପକ୍ଷର ଷଷ୍ଠ ଦିବସରେ ରାୟଗଡ଼ ବ୍ଳକ ସ୍ତରୀୟ ସ୍ଵଚ୍ଛ ଓଡିଶା ଦିବସ…
ରାୟଗଡ଼ ତା: ୭.୪.୨୦୨୬ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ମଙ୍ଗଳବାର ଦିନ ବର୍ଣ୍ଣବୋଧ ଦିବସ ପାଳିତ ହୋଇଛି । ସ୍ଥାନୀୟ ଗାନ୍ଧିନଗର ଏବଂ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ଏହି ଦିବସରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ…