ବ୍ୟୁରୋ ରିପୋର୍ଟ
ବ୍ୟୁରୋ ରିପୋର୍ଟନୂଆ ଦିଲ୍ଲୀଜଗଦମ୍ବିକା ପାଲ ଲୋକସଭାରେ ଜିରୋ ଆୱର ସମୟରେ ରେଲୱେ ମାଲ ଗୋଦାମ ଶ୍ରମିକଙ୍କ ମୁଦ୍ଦା ଉଠାଇଲେବରିଷ୍ଠ ସାଂସଦ ଶ୍ରୀ ଜଗଦମ୍ବିକା ପାଲ ଆଜି ଲୋକସଭାରେ ଜିରୋ ଆୱର ସମୟରେ ଭାରତୀୟ ରେଲୱେର ମାଲ ଗୋଦାମରେ କାମ କରୁଥିବା ଶ୍ରମିକମାନଙ୍କ…
ବ୍ୟୁରୋ ରିପୋର୍ଟ ପନ୍ଥାରାୟଗଡ଼ା(୧୧/୧୨/୨୫): ରାୟଗଡ଼ା ସଦର ମହକୁମାରେ ଅବସ୍ଥିତ ଲାୟଂସ କ୍ଳବ୍ ପରିସରରେ ଇନ୍ଟରନେସନାଲ ହ୍ୟୁମାନ ଟାଇଟ୍ କାଉନସିଲର ଦକ୍ଷିଣପଶ୍ଚିମାଞ୍ଚଳ ଜୋନ ତରଫରୁ ଆନ୍ତର୍ଜାତିକ ମାନବ ଅଧିକାର ଦିବସ ଅତି ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ସମ୍ମିଳନୀରେ ଶହ…
ରାୟଗଡ଼ା ପୌରପାଳିକା ଦ୍ୱାରା ସେଣ୍ଟ ଜାଭିୟର୍ସ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାମୂଳକ ପରିଭ୍ରମଣ କାର୍ଯ୍ୟକ୍ରମରାୟଗଡ଼ା: ରାୟଗଡ଼ା ପୌରପାଳିକା ପକ୍ଷରୁ ସ୍ଥାନୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷାମୂଳକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ…
ବ୍ୟୁରୋ ରିପୋର୍ଟ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ…
ବ୍ୟୁରୋ ରିପୋର୍ଟ ରାୟଗଡ଼ ଜିଲ୍ଲା ଚଇତି -୨୫ କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ ।“ମାରାଥନରେ ଅଂଶଗ୍ରହଣ ବହୁ ଯୁବକ ଯୁବତୀ “ରାୟଗଡା/୧୦/୧୨/୨୫: ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୫’ ପାଳନ ଉପଲେକ୍ଷ ଆଜି ଠାରୁ ଆରମ୍ଭ…
ବ୍ୟୁରୋ ରିପୋର୍ଟ ରାୟଗଡ଼ :-ତା.୯/୧୨- ରାୟଗଡ଼ ଜିଲ୍ଲାର ଗଣପର୍ବ ଚଇତି -୨୦୨୫ର ବିଭିନ୍ନ ଉପ ସମିତିର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି ଆଜି. ସମୀକ୍ଷା କରିଛନ୍ତି l ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟା ବେଳେ ବିଭିନ୍ନ…
ବ୍ୟୁରୋ ରିପୋର୍ଟ ରାୟଗଡ:-ତା. ୯/୧୨/୨୫- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରାୟଗଡା ତରଫରୁ ବିଜୁ କନ୍ୟା ରତ୍ନ ଯୋଜନା –ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଧୀନରେ ଝିଅମାନଙ୍କ ସଶକ୍ତିକରଣ ପାଇଁ ହକି ଓ ଫୁଟବଲ୍ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଗଲା।…
ବ୍ୟୁରୋ ripore ଦୁଇ ପୋଡା ଇଟା ଭାଟି ନଷ୍ଟ କଲା ଧରାକୋଟ ତହସିଲ…ଖଲ୍ଲିକୋଟ.. (ନି ପ୍ର)ଧରାକୋଟ ତହସିଲ ର ବାହାରପୁର ଓ ମହୁଲପଲ୍ଲୀ ଅଂଚଳ ର ଇଟା ଭାଟିରେ ବୁଲିଲା ବୁଲ ଡୋଜର l ତହସିଲ ପକ୍ଷରୁ ସପ୍ତାହ ତଳେ ଅଂଚରେ…
‘ଚଇତି-୨୦୨୫’ ମହୋତ୍ସବ : ଶୋଭାଯାତ୍ରା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତରାୟଗଡ଼ା, ତା ୦୯/୧୨/୨୦୨୫: ଆଗାମୀ ରାୟଗଡ଼ା ଜିଲ୍ଲା ମହୋତ୍ସବ ‘ଚଇତି-୨୦୨୫’ ପାଳନ ଉପଲକ୍ଷେ ଆଜି ରାୟଗଡ଼ା ପୌରପାଳିକା ସମ୍ମିଳନୀ କକ୍ଷରେ ଶୋଭାଯାତ୍ରା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…